Thursday 28th March 2024
ରେଳବାଇରେ ବାହାରିଲା ଚାକିରୀ କରିବାର ସୁଯୋଗ

ରେଳବାଇରେ ବାହାରିଲା ଚାକିରୀ କରିବାର ସୁଯୋଗ

ରେଳବାଇରେ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ମିଳିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ ରେଳବାଇର ଅଫିସିଆଲ ୱେବସାଇଟ୍ iroams.com କୁ ଯାଇ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨ଜାନୁଆରୀ ୨୦୨୩ ରହିଛି ଏବଂ ଏହି ନିଯୁକ୍ତି ଅଧିନରେ ମୋଟ ୨୧ଟି ପଦବୀ ପୂରଣ କରାଯିବ।ବିଜ୍ଞପ୍ତି ଦେଖୀବାକୁ ଚାହୁଁଥିବ । ପିଲା https://iroams.com/rrc_sr_chennai_sports/pdfs/RRC_English%203%20pages_.pdf ଏହି ଲିଙ୍କକୁ ଯାଇ ଦେଖିପାରେିବେ ।Railway Recruitment 2022: रेलवे ने जारी किया भर्ती नोटिफिकेशन, 7th CPC के  अनुसार मिलेगा वेतन - Railway Recruitment 2022 apply for South East Central  Railway job 7th CPC sarkari naukri railway bharti lbse ...ପଦବୀ:
• VII CPC ପେ ମ୍ୟାଟ୍ରିକ୍ସ ସ୍ତର ୨/୩: ୧୬ଟି ପୋଷ୍ଟ
• VII CPC ପେ ମ୍ୟାଟ୍ରିକ୍ସ ସ୍ତର ୪/୫: ୫ଟି ପୋଷ୍ଟ

ଯୋଗ୍ୟତା:
• ସପ୍ତମ CP ପେ ମ୍ୟାଟ୍ରିକ୍ସ ସ୍ତର ୨/୩ ପଦବୀ ପାଇଁ- ଦ୍ୱାଦଶ ପାଶ୍ (+୨)
• ସପ୍ତମ CPC ପେ ମ୍ୟାଟ୍ରିକ୍ସ ସ୍ତର ୨/୩ ପଦବୀ ପାଇଁ- ସ୍ନାତକ

ବୟସ ସୀମା:
• ସର୍ବନିମ୍ନ ବୟସ-୧୮
• ସର୍ବାଧିକ ବୟସ-୨୫

ଆବେଦନ ଶୁଳ୍କ:
• ଆବେଦନ ଶୁଳ୍କ ଭାବରେ, ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଆବେଦନ ଶୁଳ୍କ-୫୦୦ଟଙ୍କା
• ଅନ୍ୟ ବର୍ଗ କିମ୍ବା ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ-୨୫୦ ଟଙ୍କା
• ଆବେଦନ ପାଇଁ ଫି କେବଳ ଅନଲାଇନରେ ଦାକଲ କରିବାକୁ ପଡ଼ିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )