Thursday 18th April 2024
NIT ରେ ଚାକିରୀ କରିବାର ଭଲ ସୁଯୋଗ ବାହାରିଛି JRF ରେ ପଦବୀ

NIT ରେ ଚାକିରୀ କରିବାର ଭଲ ସୁଯୋଗ ବାହାରିଛି JRF ରେ ପଦବୀ

NIT (National Institute of Technology) ରେ ଚାକିରୀ କରିବାକୁ ପ୍ରାୟେ ସମସ୍ତଙ୍କର ଇଚ୍ଛା ଥାଏ । ତେବେ ଯେଉଁପିଲା NIT ରେ ଚାକିରୀ କରିବାକୁ ଇଚ୍ଛା କରୁଛନ୍ତି, ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଉରକେଲା NIT(National Institute of Technology), ବିଜ୍ଞପ୍ତି ଅନୁସାରେ Senior Research Fellow(SRF) I Junior Research Fellow (JRF) ପଦବୀ ପୂରଣ କରାଯିବ ।NIT Rourkela

ଖାଲିଥିବା ପଦବୀ:

• ସିନିୟର ରିସର୍ଚ୍ଚ ଫେଲୋ
• ଜୁନିୟର ରିସର୍ଚ୍ଚ ଫେଲୋ

ସିନିୟର ରିସର୍ଚ୍ଚ ଫେଲୋ:

ପ୍ରୋଜେକ୍ଟ କାର୍ଯ୍ୟକାଳ- ୩ବର୍ଷ , ପ୍ରଥମ ବର୍ଷ କାମ କରିବାକୁ ପଡ଼ିବ ପରେ କାର୍ଯ୍ୟଦକ୍ଷତା ଅନୁସାରେ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯିବ ।

ଦରମା- ୩୫,୦୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା- ୬୫% ମାର୍କ କିମ୍ବା CGPA ୭.୦ ସହ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ M. Tech କରିଥିବା ଜରୁରୀ।

ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୨ ରହିଛି ।

 

ଜୁନିୟର ରିସର୍ଚ୍ଚ ଫେଲୋ:

ପ୍ରୋଜେକ୍ଟ କାର୍ଯ୍ୟକାଳ- ୩ବର୍ଷ (୨୦୨୨-୨୦୨୫)

ଦରମା- ୩୧,୦୦୦ ଟଙ୍କା (ପ୍ରଥମ ଓ ଦ୍ୱିତୀୟ ବର୍ଷା) ଓ ୩୫,୦୦୦ ଟଙ୍କା (ତୃତୀୟ ବର୍ଷ)

ଯୋଗ୍ୟତା- ସ୍ୱୀକୃତିପ୍ରାପ୍ତ ଟେକ୍ନିକାଲ୍ ଇନଷ୍ଟିଚୁ୍ୟଟ୍ କିମ୍ବା ୟୁନିଭର୍ସିଟିରୁ ଟଏ ଓ ଚଏ ଡିଗ୍ରୀରେ ଇଞ୍ଜିନିୟରିଂ (Chemical / Biomedical / Materials science/ Biotechnology) ସହ ପାଷ୍ଟ୍ କ୍ଲାସ୍ ହୋଇଥିବା ଜରୁରୀ।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ https://website.nitrkl.ac.in/FacultyStaff/Career/ ଏହି ଲିଙ୍କକୁ ଯାଇପାରିବେ । ଆବେଦନର ଶେଷ ତାରିଖ ଡିସେମ୍ବର ୧୮ ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )