Tuesday 23rd April 2024
ବି.ଏସ୍.ଏଫ୍ , ସି.ଆର୍.ପି.ଏଫ୍ , ସି.ଆଇ.ଏସ୍.ଏଫ୍ , ଆଇ.ଟି.ବି.ପି , ଏସ୍.ଏସ୍.ବି ପାଇଁ ଭାରତ ସରକାର ବାହାରକରିଛନ୍ତି ବଡଧରଣର ବିଜ୍ଞପ୍ତି !

ବି.ଏସ୍.ଏଫ୍ , ସି.ଆର୍.ପି.ଏଫ୍ , ସି.ଆଇ.ଏସ୍.ଏଫ୍ , ଆଇ.ଟି.ବି.ପି , ଏସ୍.ଏସ୍.ବି ପାଇଁ ଭାରତ ସରକାର ବାହାରକରିଛନ୍ତି ବଡଧରଣର ବିଜ୍ଞପ୍ତି !

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ସ୍ତରୀୟ ଅନେକ ପରୀକ୍ଷା । ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍ ଆଣିଛି ବଡଧରଣ ର ବିଜ୍ଞପ୍ତି । ୟୁପିଏସ୍‌ସି ବିଜ୍ଞପ୍ତିରେ ପ୍ରକାଶ କରିଛି ସେଣ୍ଟ୍ରାଲ୍ ଆର୍ମଡ ପୋଲିସ୍ ଫୋର୍ସ ର ନିଯୁକ୍ତି । ବିଜ୍ଞପ୍ତି ଅନୁସାରେ ୩୨୨ ଟି ପୋଷ୍ଟ୍ ଫାଙ୍କା ଅଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୬ -୦୫ -୨୦୨୩ ।  ୨୦ ରୁ ୨୫ ବର୍ଷ ବୟସର ପ୍ରାର୍ଥୀମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ଆବେଦନ କରିବାର ଶେଷ ତାରିଖ – ୧୬ – ୦୫ – ୨୦୨୩

UPSC Central Armed Police Forces Recruitment 2023

ପଦବୀ – ସେଣ୍ଟ୍ରାଲ୍  ଆର୍ମଡ  ପୋଲିସ୍ ଫୋର୍ସ

 

ପୋଷ୍ଟ ସଂଖ୍ୟା – ୩୨୨ ଟି ପୋଷ୍ଟ

UPSC Central Armed Police Forces Recruitment 2023

ଏହି ଲିଙ୍କ୍‌କୁ ଯାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

 https://upsc.gov.in/

UPSC Central Armed Police Forces Recruitment 2023

ଶିକ୍ଷାଗତ ଯୋଗ୍ୟତା – 

ବ୍ୟାଚଲର ଡିଗ୍ରୀ ବା ଗ୍ରାଜୁଏଟ୍

UPSC Central Armed Police Forces Recruitment 2023

ବୟସ ସୀମା – 

୨୦ ରୁ ୨୫ ବର୍ଷ ବୟସର ପ୍ରାର୍ଥୀମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ ।

UPSC Central Armed Police Forces Recruitment 2023

ପରୀକ୍ଷାର ସ୍ଥାନ –

ଓଡିଶା ର କଟକ ରେ ହେବ ।

UPSC Central Armed Police Forces Recruitment 2023

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.upsc.gov.in/sites/default/files/Notif-CAPF-2023-English-260423N.pdf

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://upsconline.nic.in/upsc/OTRP/

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )