Monday 4th March 2024
ଗ୍ରାମ ସମ୍ୱଳ ବ୍ୟକ୍ତି ପାଇଁ କେନ୍ଦୁଝର ଜିଲ୍ଲାରେ ବାହାରିଛି ଚାକିରୀ ! ଅଷ୍ଟମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଗ୍ରାମ ସମ୍ୱଳ ବ୍ୟକ୍ତି ପାଇଁ କେନ୍ଦୁଝର ଜିଲ୍ଲାରେ ବାହାରିଛି ଚାକିରୀ ! ଅଷ୍ଟମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

କେନ୍ଦୁଝର ଜିଲ୍ଲାରେ ଅଷ୍ଟମ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗ୍ରାମ ସମ୍ୱଳ ବ୍ୟକ୍ତି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । 

 

ଆବେଦନ କରିବାର ଶେଷ ତାରିଖ  – ୧୯/୦୬/୨୦୨୩

 

 

ପଦବୀ – 

  • ଗ୍ରାମ ସମ୍ୱଳ ବ୍ୟକ୍ତି

 

ଦରମା –

  • ଦିନକୁ ୪୦୦ ଟଙ୍କା ଦରମା

 

ଏହି ଲିଙ୍କ୍‌କୁ ଯାଇ କେନ୍ଦୁଝର ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://kendujhar.nic.in/

Keonjhar Sadar , invited for selection of VRP in Panchayat !

 

 

ଶିକ୍ଷାଗତ ଯୋଗ୍ୟତା – 

  • ଅଷ୍ଟମ ପାସ୍

 

ବୟସ ସୀମା – 

୧୮ ବର୍ଷରୁ ୪୦ ମଧ୍ୟରେ ହେଇଥିବା ଆବଶ୍ୟକ ।

 

ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ରେ  ଆବେଦନ କରିପାରିବେ ।

 

ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification & offline form ( Click Here)

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )