ଗ୍ରାମ ସମ୍ୱଳ ବ୍ୟକ୍ତି ପାଇଁ କେନ୍ଦୁଝର ଜିଲ୍ଲାରେ ବାହାରିଛି ଚାକିରୀ ! ଅଷ୍ଟମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
କେନ୍ଦୁଝର ଜିଲ୍ଲାରେ ଅଷ୍ଟମ ପାସ୍ ଙ୍କ ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗ୍ରାମ ସମ୍ୱଳ ବ୍ୟକ୍ତି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ।
ଆବେଦନ କରିବାର ଶେଷ ତାରିଖ – ୧୯/୦୬/୨୦୨୩
ପଦବୀ –
- ଗ୍ରାମ ସମ୍ୱଳ ବ୍ୟକ୍ତି
ଦରମା –
- ଦିନକୁ ୪୦୦ ଟଙ୍କା ଦରମା
ଏହି ଲିଙ୍କ୍କୁ ଯାଇ କେନ୍ଦୁଝର ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
- ଅଷ୍ଟମ ପାସ୍
ବୟସ ସୀମା –
୧୮ ବର୍ଷରୁ ୪୦ ମଧ୍ୟରେ ହେଇଥିବା ଆବଶ୍ୟକ ।
ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ରେ ଆବେଦନ କରିପାରିବେ ।
ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
Notification & offline form ( Click Here)
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।