Friday 26th April 2024
କେନ୍ଦୁଝର ଜିଲ୍ଲାରେ କମ୍ପ୍ୟୁଟର ଶିକ୍ଷକ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

କେନ୍ଦୁଝର ଜିଲ୍ଲାରେ କମ୍ପ୍ୟୁଟର ଶିକ୍ଷକ ପାଇଁ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

କେନ୍ଦୁଝର ଜିଲ୍ଲାରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ହେବା ପାଇଁ ଆସିଛି ସରକାରୀ ଚାକିରୀ ର ସୁଯୋଗ । କେନ୍ଦୁଝର ଜିଲ୍ଲାରେ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍  ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ଆବେଦନ କରିବାର ଶେଷ ତାରିଖ  – ୨୧/୦୬/୨୦୨୩

 

 

ପଦବୀ – 

  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ( ଆଇ.ଟି )

 

ଦରମା –

  • ୨୫,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ କେନ୍ଦୁଝର ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ   –

https://kendujhar.nic.in/

 

 

ଶିକ୍ଷାଗତ ଯୋଗ୍ୟତା – 

Keonjhar , Advertisement of Guest Faculty (PGT IT) 2023 !

 

ଫର୍ମ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification & offline form ( Click Here)

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )