Friday 26th April 2024
ଓଡିଶା କୃଷି ପ୍ରତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ ରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶା କୃଷି ପ୍ରତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ ରେ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଅଧିନରେ ଥିବା ଓଡିଶା କୃଷି ପ୍ରତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ ରେ ବାହାରିଛି ଚାକିରୀ ।

ଆବେଦନ ର ଶେଷ ତାରିଖ – ୩୧-୦୫-୨୦୨୩

APICOL has Announced Notification for the recruitment State Resource Person, Block Resource Person & Other Vacancy On Contract Basis.

ପଦବୀ – 

୧) ଷ୍ଟେଟ୍ ରିସୋର୍ସ ପର୍ସନ

୨) ଟ୍ରେନିଂ କୋର୍ଡିନେଟର

୩) ବ୍ଲକ୍ ରିସୋର୍ସ ପର୍ସନ

 

ଦରମା –

APICOL has Announced Notification for the recruitment State Resource Person, Block Resource Person & Other Vacancy On Contract Basis.

ଏହି ଲିଙ୍କ୍‌କୁ ଯାଇ ଓଡିଶା କୃଷି ପ୍ରତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ  ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://apicol.nic.in/

APICOL has Announced Notification for the recruitment State Resource Person, Block Resource Person & Other Vacancy On Contract Basis.ଶିକ୍ଷାଗତ ଯୋଗ୍ୟତା – 

ଗ୍ରାଜୁଏଟ୍ ହେଇଥିବା ଦରକାର । ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନ୍ କୁ ଦେଖନ୍ତୁ ।

APICOL has Announced Notification for the recruitment State Resource Person, Block Resource Person & Other Vacancy On Contract Basis.ବୟସ ସାମା –

୭୦ ବର୍ଷ ରୁ ଅଧିକ ହୋଇଥିଲେ ଆବେଦନ କରିପାରିବେ ନାହିଁ ।

 

ଆପ୍ଲାଇ ସଂମ୍ପର୍କିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କିମ୍ୱା ଅଧିକ ଜାଣିବା ପାଇଁ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ –APICOL has Announced Notification for the recruitment State Resource Person, Block Resource Person & Other Vacancy On Contract Basis.

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

Notification-APICOL-Various-Vacancy-Posts

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )