Thursday 28th March 2024
ଟାଟା କନସଲଟେନ୍ସି ସର୍ଭିସ୍ ରେ ଡାଟା ଭଏସ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଟାଟା କନସଲଟେନ୍ସି ସର୍ଭିସ୍ ରେ ଡାଟା ଭଏସ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଇଞ୍ଜିନିୟରିଂ ପିଲାଙ୍କ ପାଇଁ ଟି.ସି.ଏସ୍ ବା ଟାଟା କନସଲଟେନ୍ସି ସର୍ଭିସ୍ ନେଇ ଆସିଛି ସୁଯୋଗ । ଟାଟା କନସଲଟେନ୍ସି ସର୍ଭିସ୍ ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ସେବା କମ୍ପାନୀ । ମହାରାଷ୍ଟ୍ରର ମୁମ୍ବାଇରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ଏହା ଟାଟା ଗ୍ରୁପ୍ ର ଏକ ଅଂଶ ଏବଂ ୪୬ ଟି ଦେଶରେ ୧୫୦ ଟି ସ୍ଥାନରେ କାର୍ଯ୍ୟ କରେ । ଜୁଲାଇ ୨୦୨୨ ରେ, ରିପୋର୍ଟ କରାଯାଇଥିଲା ଯେ ଟାଟା କନସଲଟେନ୍ସି ସର୍ଭିସ୍ ରେ ବିଶ୍ୱବ୍ୟାପୀ ୬୦୦,୦୦୦ ରୁ ଅଧିକ କର୍ମଚାରୀ କାମ କରନ୍ତି । ତେଣୁ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପଦବୀ ପାଇଁ ଟାଟା କନସଲଟେନ୍ସି ସର୍ଭିସ୍ ରେ ବିଜ୍ଞପ୍ତି ବାହାରେ । ବର୍ତ୍ତମାନ ଟାଟା କନସଲଟେନ୍ସି ସର୍ଭିସ୍ ଭୁବନେଶ୍ୱରରେ ଡାଟା ଭଏସ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

  • ପଦବୀ – ଡାଟା ଭଏସ୍

 

  • ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର (ଟି.ସି.ଏସ୍)

 

ଟାଟା କନସଲଟେନ୍ସି ସର୍ଭିସ୍ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.tcs.com/

CS is looking for a Data voice Engineer! BTech Can Apply !

ଶିକ୍ଷାଗତ ଯୋଗ୍ୟତା –

୧) ବିଟେକ୍ ( ବ୍ୟାଚଲର ଅଫ୍ ଟେକ୍ନୋଲୋଜି )

  • ଦକ୍ଷତା –

ଡାଟା ଭଏସ୍

  • ଅଭିଜ୍ଞତା- 

୨ ବର୍ଷରୁ  ୮ ବର୍ଷ ର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 ଆପଣ ଭୂମିକା କଣ ରହିବ ?

ଇଞ୍ଜିନିୟର

ଜବ୍ ଫଙ୍କସନ୍ – 

ଟେକ୍ନୋଲୋଜି 

 

  • ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://ibegin.tcs.com/iBegin/jobs/266109J

 

  • ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://ibegin.tcs.com/iBegin/register

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )