Saturday 27th April 2024
ସିନିୟର ଏକ୍ସିକ୍ୟୁଟିଭ୍ ଏବଂ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ଚାକିରୀ !

ସିନିୟର ଏକ୍ସିକ୍ୟୁଟିଭ୍ ଏବଂ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ଚାକିରୀ !

ଅନେକ ବ୍ୟକ୍ତିଙ୍କର ମେଡିକାଲ କ୍ଷେତ୍ରରେ ଚାକିରୀ କରିବାର ସ୍ୱପ୍ନଥାଏ । କିନ୍ତୁ ଏବେ ସେହି ସ୍ୱପ୍ନ ପୂରଣ କରିପାରିବେ ଆପଣ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଅମରି ହସ୍ପିଟାଲ୍ । ସିନିୟର ଏକ୍ସିକ୍ୟୁଟିଭ୍ ଏବଂ ଆସିଷ୍ଟାଣ୍ଡ ମ୍ୟାନେଜର ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ସିନିୟର ଏକ୍ସିକ୍ୟୁଟିଭ୍ ଏବଂ ଆସିଷ୍ଟାଣ୍ଡ ମ୍ୟାନେଜର ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ଭୂବନେଶ୍ୱରରେ ସିନିୟର ଏକ୍ସିକ୍ୟୁଟିଭ୍ ଏବଂ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । 

 

ପଦବୀ –

  • ସିନିୟର ଏକ୍ସିକ୍ୟୁଟିଭ୍ 
  • ଆସିଷ୍ଟାଣ୍ଡ ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar

AMRI Job vacancy for Senior Executive / Assistant Manager !

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଶିକ୍ଷାଗତ ଯୋଗ୍ୟତା –

  • କମ୍ପ୍ୟୁଟରରେ ମାଷ୍ଟର ଡିଗ୍ରୀ କରିଥିବା ଦରକାର 

କିମ୍ବା

  • ସେହି ସଂମ୍ପର୍କିତ ଯେକୌଣସି ଡିଗ୍ରୀ

 

ଅଭିଜ୍ଞତା –

ସର୍ବନିମ୍ନ ୨ ବର୍ଷ ର ଅଭିଜ୍ଞତାର ଆବଶ୍ୟକତା ରହିଛି ।

ଅଧିକ ହେଲେ ଅଗ୍ରାଧିକାର ପାଇବେ ।

 

ଅଧିକ ଜାଣିବା ପାଇଁ ନିମ୍ନ ଦିଆଯାଇଥିବା ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ –

AMRI Job vacancy for Senior Executive / Assistant Manager !

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Senior Executive/Assistant Manager-IT Job Application ( Apply )

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )