Thursday 25th April 2024
+୨ ପାସ୍ କରିଥିଲେ ନିଜ ଜିଲ୍ଲାରେ କରିପାରିବେ ସରକାରୀ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

+୨ ପାସ୍ କରିଥିଲେ ନିଜ ଜିଲ୍ଲାରେ କରିପାରିବେ ସରକାରୀ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ସରକାରୀ ଚାକିରୀ ପାଇଁ ପ୍ରତିଯୋଗୀତା ର ଅଭାବ ନାହିଁ । ଓଡିଶାରେ ଚାକିରୀ ର ଅଭାବ ପାଇଁ ଅନେକ ଲୋକ ବାହାରକୁ ଯାଉଛନ୍ତି । ରାଜ୍ୟରେ କେତେବେଳେ କେମିତି ସରକାରୀ ଚାକିରୀ ବାହାରେ । କିନ୍ତୁ ବହୁତ ଅଳ୍ପ ପୋଷ୍ଟ ବାହାରିଥାଏ । ଓଡିଶାରେ ବାହାରୁଥିବା ଅଧିକାଂଶ ଚାକିରୀରେ ଶିକ୍ଷାଗତ ଯୋଗ୍ୟତା ଅଧିକ ଥାଏ । ତେଣୁ କମ ଶିକ୍ଷାଗତ ଯୋଗ୍ୟତା ଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ସରକାରୀ ଚାକିରୀ ଏକ ସ୍ୱପ୍ନଥାଏ । ସରକାରୀ ଚାକିରୀରେ  ଆସିଛି ବଡ ଭ୍ୟାକେନ୍ସି । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ।  ଓଡିଶାରେ ସରକାରୀ ଚାକିରୀ କରିବା ପାଇଁ ଆଶା ରଖିଥିବା ପ୍ରାଥୀ ମାନଙ୍କ  ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ପଞ୍ଚାୟତ ଏକ୍ସିକୁଟିଭ୍ ଅଫିସର୍ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ୨୨୯୭ ଟି ପଞ୍ଚାୟତ ଏକ୍ସିକୁଟିଭ ଅଫିସର୍ ପୋଷ୍ଟ ଫାଙ୍କା ଅଛି । ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ର ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ଫାଙ୍କା ଅଛି ୨୨୯୭ ଟି  ପଞ୍ଚାୟତ ଏକ୍ସିକୁଟିଭ ଅଫିସର୍  ପୋଷ୍ଟ ।

 

ଆପ୍ଲାଇ କରିବାର ଶେଷ ତାରିଖ – ୨୭ -୦୩ -୨୦୨୩

ଏହି ଲିଙ୍କ୍ ରେ କ୍ଲିକ୍ କଲେ  ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି)  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.osssc.gov.in/Public/OSSSC/Default.aspx

ପଦବୀ ର ନାମ – ପଞ୍ଚାୟତ ଏକ୍ସିକୁଟିଭ୍ ଅଫିସର୍ (ପିଇଓ)

ଚାକିରୀ କରିବାର ସ୍ଥାନ –  ଓଡିଶାରେ ବିଭିନ୍ନ ଜିଲ୍ଲାରେ ହେବ ପୋଷ୍ଟିଂ 

 

ଶିକ୍ଷାଗତ ଯୋଗ୍ୟତା –

ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦ୍ୱାଦଶ ବା +୨ ପାସ୍ କରିଥିବା ଦରକାର 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

 https://www.osssc.gov.in/Public/Pages/Instruction_For_Candidate.aspx?u=n

 

ମୋଟ ପୋଷ୍ଟ – ୨୨୯୭ ଟି ପୋଷ୍ଟ ଖାଲି ଅଛି  

 

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ  ଏବଂ  ସର୍ବାଧିକ ବୟସ ସୀମା- ୩୮ ବର୍ଷ

 

ଦରମା – ମାସକୁ ୨୧,୭୦୦ ରୁ  ୬୯,୧୦୦ ଟଙ୍କା ଯାଏଁ ରହିବ 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.osssc.gov.in/Public/Pages/Advertisements.aspx

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )