Friday 26th April 2024
ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ ରେ ଜୁନିୟର ଆସିଷ୍ଟାଣ୍ଡ ପଦବୀ ପାଇିଁ ବାହାରିଛି ବିଜ୍ଞପ୍ତି !+୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ ରେ ଜୁନିୟର ଆସିଷ୍ଟାଣ୍ଡ ପଦବୀ ପାଇିଁ ବାହାରିଛି ବିଜ୍ଞପ୍ତି !+୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସରକାରୀ ଚାକିରୀ ଅନେକଙ୍କ ସ୍ୱପ୍ନ । ଓଡିଶାରେ ରହି ସରକାରୀ ଚାକିରୀ କରିବା ପାଇଁ କିଏ ବା ନ ଚାହେଁ । ରାଜ୍ୟରେ କେତେବେଳେ କେମିତି ସରକାରୀ ଚାକିରୀ ବାହାରେ । କିନ୍ତୁ ବହୁତ ଅଳ୍ପ ପୋଷ୍ଟ ବାହାରିଥାଏ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ ବା ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ । ଓଡିଶାରେ ସରକାରୀ ଚାକିରୀ କରିବା ପାଇଁ ଆଶା ରଖିଥିବା ପ୍ରାଥୀ ମାନଙ୍କ  ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ଜୁନିୟର ଆସିଷ୍ଟାଣ୍ଡ (ଜେଏ) ପଦବୀ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ୩୦୯୯ ଟି ଜୁନିୟର ଆସିଷ୍ଟାଣ୍ଡ (ଜେଏ) ପୋଷ୍ଟ ଫାଙ୍କା ଅଛି । ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ (ଓଏସଏସଏସସି) ର ବିଜ୍ଞପ୍ତି ଅନୁଯାୟୀ ଯୁକ୍ତ ତିନି ପାସ୍ କରିଥିଲେ ମଧ୍ୟ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ । 

ଆପ୍ଲାଇ କରିବାର ଶେଷ ତାରିଖ – ୨୭ -୦୩ -୨୦୨୩

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ  ଓଡିଶା ସବ-ଅର୍ଡିନେଟ୍ ଷ୍ଟାପ୍ ସିଲେକ୍ସସନ କମିସନ୍ (ଓଏସଏସଏସସି) ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.osssc.gov.in/Public/OSSSC/Default.aspx

 

ପଦବୀ ର ନାମ – ଜୁନିୟର ଆସିଷ୍ଟାଣ୍ଡ (ଜେଏ)

 

ଚାକିରୀ କରିବାର ସ୍ଥାନ –  ଓଡିଶାରେ ବିଭିନ୍ନ ଜିଲ୍ଲାରେ ହେବ ପୋଷ୍ଟିଂ 

 

ଶିକ୍ଷାଗତ ଯୋଗ୍ୟତା –

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ସ୍ନାତକ ବା +୩ ପାସ୍ କରିଥିବା ଦରକାର ।

୨)  କମ୍ପୁଟରରେ ଜ୍ଞାନ ଏବଂ ଦକ୍ଷତା ଥିବା ଦରକାର ।

 

 

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

 https://www.osssc.gov.in/Public/Pages/Instruction_For_Candidate.aspx?u=n

 

ମୋଟ ପୋଷ୍ଟ ୩୦୯୯ ଟି ପୋଷ୍ଟ ଖାଲି ଅଛି । 

 

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ  ଏବଂ  ସର୍ବାଧିକ ବୟସ ସୀମା- ୩୮ ବର୍ଷ

 

ଦରମା –  ମାସକୁ ୧୯,୯୦୦ ରୁ  ୬୩,୨୦୦ ଟଙ୍କା ଯାଏଁ ରହିବ ।

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.osssc.gov.in/Public/Pages/Advertisements.aspx

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )