Thursday 28th March 2024
ପୁଣି ବାହାରିଲା ବିନା ପରୀକ୍ଷାରେ ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ପୁଣି ବାହାରିଲା ବିନା ପରୀକ୍ଷାରେ ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ରେଳବାଇରେ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଲା ଖୁସିର ଖବର । ବିନା ପରୀକ୍ଷାରେ କରିପାରିବେ ରେଳବାଇରେ ଚାକିରୀ । ପଶ୍ଚିମ ରେଳବାଇ (WCR) ଅଧିନରେ ଥିବା ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛନ୍ତି । ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିିସିଆଲ୍ ୱେବ୍‌ସାଇଟ୍ wcr.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ନଭେମ୍ବର ୧୮ରୁ ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ପୋଷ୍ଟ ଗୁଡ଼ିକ ପାଇଁ ସିଧାସଳଖ https://iroams.com/RRCJabalpur/applicationAfterIndex  ଏହି ଲିଙ୍କ ସାହାର୍ଯ୍ୟରେ ଆବେଦନ କରିପାରିବେ ।New Vacancies For Railway Jobs Notified; Even Class 10 Passed Candidates  Can Apply

ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନଲାଇନ୍ ଆବେଦନର ଆରମ୍ଭ ତାରିଖ – ୧୮ ନଭେମ୍ବର ୨୦୨୨
• ଅନଲାଇନ୍ ଆବେଦନର ଶେଷ ତାରିଖ – ୧୭ ଡିସେମ୍ବର ୨୦୨୨

ଖାଲି ପଦବୀ:
• ମୋଟ ପୋଷ୍ଟସଂଖ୍ୟା – ୨୫୨୧
• JBP ଡିଭିଜନ୍ – ୮୮୪
• BPL ଡିଭିଜନ୍ – ୬୧୪
• KOTA ଡିଭିଜନ – ୬୮୫
• WRS KOTA – ୧୬୦
• CRWS BPL – ୧୫୮
• HQ JBP – ୨୦

ବୟସ ସୀମା:
• ସର୍ବନିମ୍ନ ବୟସ – ୧୫ ବର୍ଷ
• ସର୍ବୋଚ୍ଚ ବୟସ – ୨୪ ବର୍ଷ

ଯୋଗ୍ୟତା:
• ଏଗ୍ରିମେଣ୍ଟରେ ସର୍ବନିମ୍ନ ୫୦% ମାର୍କ ଥିବା recognized
• କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମୋଟ୍ ୫୦% ମାର୍କ ସହିତ ଦଶମ ବା ଏହାର ସମକକ୍ଷ ପରୀକ୍ଷାରେ ପାଶ୍ କରିଥିବା ଜରୁରୀ।
• ଏହା ସହିତ, NCVT / SCVT ଦ୍ୱାରା ଜାରି ବିଜ୍ଞପ୍ତି ଟ୍ରେଡ୍ରେ ଜାତୀୟ ଟ୍ରେଡ୍ ପ୍ରମାଣପତ୍ର ଥିବା ଉଚିତ୍।

CATEGORIES
TAGS
Share This

COMMENTS

Wordpress (0)
Disqus (0 )