Friday 29th March 2024
ମ୍ୟାନେଜର ପଦବୀ ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ମ୍ୟାନେଜର ପଦବୀ ପାଇଁ ଜିଓ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି । 

ପଦବୀ ର ନାମ – ପି ଆଣ୍ଡ୍ ସି ମ୍ୟାନେଜର 

 

ସ୍ଥାନ –  ଭୁବନେଶ୍ୱର 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Manager P&C in Bhubaneswar ! Apply !

ଶିକ୍ଷାଗତ ଯୋଗ୍ୟତା  – 

୧) ଇଞ୍ଜିନିୟରିଂ ରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।

୨) ସିଭିଲ୍ ଇଞ୍ଜିନିୟରିଂ

୩) ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ

୪) ମେକାନିକାଲ୍ ଇଞ୍ଜିନିୟରିଂ

୫) ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ଯୁନିକେସନ୍ 

ଏହି ଡିଗ୍ରୀ ଗୁଡିକ ଥିଲେ ପ୍ରିଫର ପାଇବେ ବା ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –
୮ ବର୍ଷ ରୁ ୧୨ ବର୍ଷ ର ଅଭିଜ୍ଞତା ଥିଲେ ଭଲ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ନିୟୋଜିତ ବିକ୍ରେତାମାନଙ୍କ ବିଷୟରେ ମତାମତ ସଂଗ୍ରହ କରନ୍ତୁ ।

୨) ସିଲେସସନ୍ ଅଫ୍ ଭେଣ୍ଡର ।

୩)  ବିତରଣ ପାଇଁ ଚୁକ୍ତିନାମା ପାଇଁ ନିର୍ମାଣ ପ୍ରସଙ୍ଗ। 

୪) ଇନଭେନଟୋରି ପ୍ଲାନିଂ ଏବଂ ମନିଟରିଂ ।

୫) ମୂଲ୍ୟ ବିଶ୍ଳେଷଣ ଏବଂ ଚୁକ୍ତିନାମା ସଜାଇବା ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)  ଲିଡରସିପ୍ ସ୍କିଲ୍

୨) ଟିମ୍ ବିଲ୍ଡିଂ ସ୍କିଲ୍ 

୩) ଟିମ୍ ମ୍ୟାନେଜମେଣ୍ଟ ସ୍କିଲ୍ 

୪) ଡିସିସନ୍ ମେକିଂ ସ୍କିଲ୍ 

୫) କନଫ୍ଲିକ୍ଟ୍ ମ୍ୟାନେଜମେଣ୍ଟ୍ ସ୍କିଲ୍ ଏବଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍ ସ୍କିଲ୍

 

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/xj8yu

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx`

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar

    I need this job

  • comment-avatar
    santoshiwadaka 11 months

    Mu karibaku chahuchi

  • Disqus (0 )