Thursday 25th April 2024
୧୪୦୦ ଟି ପଦବୀ ଖାଲି, ଆଜି ହିଁ କରନ୍ତୁ ଆବେଦନ

୧୪୦୦ ଟି ପଦବୀ ଖାଲି, ଆଜି ହିଁ କରନ୍ତୁ ଆବେଦନ

ନୌସେନାରେ ଚାକିରୀ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ସିନିୟର ସେକେଣ୍ଡାରୀ ରିକ୍ୱାରମେଣ୍ଟ (ଏସଏସଆର) ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଭାରତୀୟ ନୌସେନ।। ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୮ରୁ ଆରମ୍ଭ ହେବ । ଏହା ବ୍ୟତୀତ ପ୍ରାର୍ଥୀମାନେ https://www.joinindiannavy.gov.in/  ଏହି ଲିଙ୍କ୍ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୦୦ ଟି ପଦବୀ ପୂରଣ ହେବ ।Indian Navy to evacuate Indian citizens from Iran - The Economic Timesଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନଲାଇନ୍ ଆବେଦନର ଆରମ୍ଭ ତାରିଖ – ଡିସେମ୍ବର ୮
• ଅନଲାଇନ୍ ଆବେଦନର ଶେଷ ତାରିଖ – ଡିସେମ୍ବର ୧୭

ଯୋଗ୍ୟତା:
• SSR – ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାସ୍ କରିଥିବା ଉଚିତ।

ବୟସ ସୀମା:
• ପ୍ରାର୍ଥୀମାନେ ୦୧ ମେ ୨୦୦୨ରୁ ୩୧ ଅକ୍ଟୋବର ୨୦୦୫ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ

ଆବେଦନ ଶୁଳ୍କ:
• ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୫୫୦ ଟଙ୍କା ଦେବାକୁ ପଡିବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )