Thursday 25th April 2024
ସରକାରୀ ଚାକିରୀ ପାଇଁ ୧୨୨୫ଟି ପଦବୀ ପୂରଣ ହେବ

ସରକାରୀ ଚାକିରୀ ପାଇଁ ୧୨୨୫ଟି ପଦବୀ ପୂରଣ ହେବ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଅଧୀନରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଆସିଛି ଖୁସି ଖବର । ଏଥିପାଇଁ OSSC ଗ୍ରୁଫ୍ B ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦୀବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ OSSC ର ଅଫିସିଆଲ ୱେବସାଇଟ୍ ossc.gov.in କୁ ଯାଇ ଆବେଦନ କରିପାରିବେ । ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର୧୦ । ଏହା ବ୍ୟତୀତ ଆଶାୟୀ ପ୍ରାର୍ଥୀମାନେ https://www.ossc.gov.in/Public/OSSC/Default.aspx ଏହି ଲିଙ୍କ ସାହାର୍ଯ୍ୟରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ କରାଯିବ ।OSSC Recruitment 2022 Apply Online Job Vacancies 28 October 2022ଗୁରୁତ୍ୱପୂର୍ଣ୍ଣ ତାରିଖ:
• ଅନ୍ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ: ୧୧ ନଭେମ୍ବର ୨୦୨୨
• ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ: ୧୦ ଡିସେମ୍ବର ୨୦୨୨

ଖାଲି ପଦବୀ:
• ମୋଟ ପୋଷ୍ଟ ସଂଖ୍ୟା- ୧୨୨୫
• ଜୁନିୟର ଇଞ୍ଜିନିୟର (ସିଭିଲ୍) (ଇଆଇସି ପବ୍ଲିକ୍ ହେଲ୍ଥ୍) – ୧୦୧
• ଜୁନିୟର ଇଞ୍ଜିନିୟର (ସିଭିଲ୍) (ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଶନର ନିର୍ଦ୍ଦେଶକ) – ୩୦
• ଜୁନିଅର ଇଞ୍ଜିନିୟର (ସିଭିଲ୍) (ଟେକ୍ସଟାଇଲ୍ ନିର୍ଦ୍ଦେଶକ) – ୦୧
• ଜୁନିୟର ଇଞ୍ଜିନିୟର (ସିଭିଲ୍) (ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ) – ୪୨୧
• ଜୁନିୟର ଇଞ୍ଜିନିୟର (ସିଭିଲ୍) (ଜଳ ସମ୍ପଦ ବିଭାଗ) – ୪୫୧
• ଜୁନିୟର ଇଞ୍ଜିନିୟର (ସିଭିଲ୍) (ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ) – ୦୪
• ସହକାରୀ ତାଲିମ ଅଧିକାରୀ (ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ) – ୨୧୭

ଯୋଗ୍ୟତା:
• ବିଭିନ୍ନ ପଦବୀ ପାଇଁ ପୋଷ୍ଟ ଗ୍ରାଜୁଏଟ୍ ଓ ପଦବୀ ଅନୁସାରେ ଡିଗ୍ରୀର ଆବଶ୍ୟକ ରହିଛି
• ଅଧିକ ଜାଣିବାକୁ ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:
• ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ : ୨୧ ବର୍ଷ
• ପ୍ରାର୍ଥୀଙ୍କ ସର୍ବାଧିକ ବୟସ : ୩୮ ବର୍ଷ
• ୦୧ ଜାନୁୟାରୀ ୨୦୨୨କୁ ଧରି ବୟସ ଗଣନା ହେବ

CATEGORIES
TAGS
Share This

COMMENTS

Wordpress (0)
Disqus ( )