Thursday 18th April 2024
ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବାହାରିଛି ବଡଧରଣର ବିଜ୍ଞପ୍ତି ! ମାସକୁ ଦରମା ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ରହିଛି !

ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବାହାରିଛି ବଡଧରଣର ବିଜ୍ଞପ୍ତି ! ମାସକୁ ଦରମା ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ରହିଛି !

ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବାହାରିଛି ବଡଧରଣର ବିଜ୍ଞପ୍ତି । ମେଣ୍ଟେନାନ୍ସ ଟ୍ରେନି ପୋଷ୍ଟ ପାଇଁ ବାହାରିଛି ବିଜ୍ଞପ୍ତି । ଯେଉଁଥିରେ ମାସକୁ  ୫୬,୧୦୦ ଟଙ୍କାରୁ ୧,୭୭,୫୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି । ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ କୁ ଦେଶର ବୃହତ୍ତମ ଟ୍ରାନ୍ସମିସନ୍ ୟୁଟିଲିଟି ମଧ୍ୟରୁ ମାର୍ଚ୍ଚ ୨୦୦୪ ରେ କମ୍ପାନୀ ଅଧିନିୟମ, ୧୯୫୬ ଅନୁଯାୟୀ ରାଜ୍ୟରେ ବିଦ୍ୟୁତ୍ ପରିବହନ ଏବଂ ହୁଇଲିଂ ବ୍ୟବସାୟ କରିବା ପାଇଁ ଓଡିଶା ସରକାରଙ୍କ ସମ୍ପୁର୍ଣ୍ଣ ମାଲିକାନା ଭାବରେ ଏକ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । କମ୍ପାନୀର ପଞ୍ଜୀକୃତ କାର୍ଯ୍ଯାଳୟ ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ। ଏହାର ପ୍ରକଳ୍ପ ଏବଂ ଫିଲ୍ଡ  ୟୁନିଟ୍ ସମଗ୍ର ରାଜ୍ୟରେ ବ୍ୟାପିଛି । ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ ରେ ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଅନେକଥର ଓଡିଶା ସଂଚାର ନିଗମ ଲିମିଟେଡ୍ ଲିଃ ରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାରେ । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ ।

 

 

ଆବେଦନର ଶେଷ ତାରିଖ – ୧୬- ୦୫ – ୨୦୨୩

OPTCL Recruitment

 

ପଦବୀ –  ମ୍ୟାନେଜମେଣ୍ଟ୍  ଟ୍ରେନି 

OPTCL Recruitment

ଦରମା –

ମାସକୁ ଦରମା ୫୬,୧୦୦  ଟଙ୍କାରୁ  ୧,୭୭,୫୦୦ ଟଙ୍କା

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିମିଟେଡ୍ ଲିଃ  ଉପରେ ଅନେକ ତଥ୍ୟ ଜାଣିପାରିବେ

 https://optcl.co.in/

ଶିକ୍ଷାଗତ ଯୋଗ୍ୟତା – 

୧) ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ

୨) ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ

ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ସର୍ବନିମ୍ନ ୬୦% ପ୍ରତିଶତ ନମ୍ବର ଥିବା ଦରକାର ।

OPTCL Recruitment

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଏସଇବିସି ପ୍ରାର୍ଥି ପାଇଁ – ୧,୧୮୦/– ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ୫୯୦/- ଟଙ୍କା

OPTCL Recruitment

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

OPTCL Recruitment

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

https://repo.optcl.co.in/docs/4d7d163838c05aa9304cbfb8cedd02ef_Adv_mppr_012324_15042023.pdf

 

ବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://careers.optcl.co.in/

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar
    Dibyaranjan Maharana 12 months

    Hlw 

  • Disqus (0 )