Thursday 18th April 2024
ନିଯୁକ୍ତି ବିଜ୍ଞପ୍ତି ବାହାର କରିଛି ଅମରି ହସ୍ପିଟାଲ୍ ଭୂବନେଶ୍ୱର ! ରେସିଡେଣ୍ଟ୍ ମେଡିକାଲ୍ ଅଫିସର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ନିଯୁକ୍ତି ବିଜ୍ଞପ୍ତି ବାହାର କରିଛି ଅମରି ହସ୍ପିଟାଲ୍ ଭୂବନେଶ୍ୱର ! ରେସିଡେଣ୍ଟ୍ ମେଡିକାଲ୍ ଅଫିସର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ଅନେକ ଲୋକଙ୍କ ସ୍ୱପ୍ନ ଥାଏ ମେଡିକାଲ୍ କ୍ଷେତ୍ରରେ ଚାକିରୀ କରିବା ପାଇଁ । କିନ୍ତୁ ଏବେ ସେହି ସ୍ୱପ୍ନ ପୂରଣ କରିପାରିବେ ଆପଣ । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଅମରି ହସ୍ପିଟାଲ୍ । ରେସିଡେଣ୍ଟ୍ ମେଡିକାଲ୍ ଅଫିସର ପାଇଁ ବିଜ୍ଞପ୍ତି ବାହାର କରିଛି ଅମରି ହସ୍ପିଟାଲ୍ ।  ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । ଏବେ ଅମରି ହସ୍ପିଟାଲ୍ ରେ ଭୂୂବନେଶ୍ୱର ବ୍ରାଞ୍ଚରେ ବାହାରିଛି ନିଯୁକ୍ତି ବିଜ୍ଞପ୍ତି ।  ଭୂବନେଶ୍ୱରରେ ରେସିଡେଣ୍ଟ୍ ମେଡିକାଲ୍ ଅଫିସର ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । ତେବେ ଅମରି ହସ୍ପିଟାଲ୍ ରେ ଚାକିରୀ କରିବାକୁ ସ୍ୱପ୍ନ ଦେଖୁଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar?utm_source=GMB&utm_medium=maps&utm_campaign=bbsr-gmb

 

ପଦବୀ – ରେସିଡେଣ୍ଟ୍ ମେଡିକାଲ୍ ଅଫିସର

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଅଭିଜ୍ଞତା –

ସର୍ବନିମ୍ନ ଅଭିଜ୍ଞତାର ଆବଶ୍ୟକତା ନାହିଁ ।


୫ ବର୍ଷ ର ଅଭିଜ୍ଞତା ଥିଲେ 
ଅଗ୍ରାଧିକାର ପାଇବେ ।

 

ଶିକ୍ଷାଗତ ଯୋଗ୍ୟତା –

ଏଥିପାଇଁ ଏମବିବିଏସ୍ ଡିଗ୍ରୀ , ଅର୍ଥାତ ବ୍ୟାଚଲର ଅଫ୍ ମେଡିସିନ୍ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ ର ଡିଗ୍ରୀ ଆବଶ୍ୟକ ରହିଛି । 

 

ଏହି ଚାକିରୀ କରିବାପାଇଁ ନିମ୍ନ ଲିଖିତ ବିଶେଷ ଦକ୍ଷତା ବା ସ୍ପେସିଆଲ୍ ସ୍କିଲ୍ ର ଆବଶ୍ୟକତା ରହିଛି –

୧)  କ୍ଲିନିକାଲ୍ ମ୍ୟାନେଜମେଣ୍ଟ

୨) ପେସେଣ୍ଟ କାଉନସେଲିଂ

୩) ମେଡିକେସନ୍ 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.amrihospitals.in/career/apply-job/resident-medical-officer

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )