Saturday 27th April 2024
ଜେସି ହୋମ୍ କନେକ୍ଟ ମାଷ୍ଟର ସୁପରଭାଇଜର ଏ ଆଣ୍ଡ ବି ପାଇଁ ଜିଓ ଚାକିରୀ ବାହାରକରିଛି ! ଶୀଘ୍ର ଆବେଦନ କରନ୍ତୁ !

ଜେସି ହୋମ୍ କନେକ୍ଟ ମାଷ୍ଟର ସୁପରଭାଇଜର ଏ ଆଣ୍ଡ ବି ପାଇଁ ଜିଓ ଚାକିରୀ ବାହାରକରିଛି ! ଶୀଘ୍ର ଆବେଦନ କରନ୍ତୁ !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି । 

 

ପଦବୀ ର ନାମ –

  • ଜେସି ହୋମ୍ କନେକ୍ଟ ମାଷ୍ଟର ସୁପରଭାଇଜର ଏ ଆଣ୍ଡ ବି

 

ସ୍ଥାନ – ଭୁବନେଶ୍ୱର

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JC Home Connect Master Supervisor A & B Job vacancy 2023 !

ଶିକ୍ଷାଗତ ଯୋଗ୍ୟତା  – 

  • ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

  • ପ୍ରଡକ୍ଟ ସର୍ଭିସ୍ ନୋଲେଜ୍
  • ଆଇଟି ଟୁଲ୍ ବ୍ୟବହାର ର ଜ୍ଞାନ ଥିବା ଆବଶ୍ୟକ 
  • ଲୋକାଲ୍ ଲାଙ୍ଗୁଏଜ୍ କହିପାରୁଥିବା ଦରକାର , ଯେପରିକି ଓଡିଆ
  • ପ୍ଲାନିଂ ଏବଂ ଅର୍ଗାନାଇଜିଂ ସ୍କିଲ୍
  • ଟିମ୍ ମ୍ୟାନେଜମେଣ୍ଟ୍ ସ୍କିଲ୍
  • ଏକ୍ସଜିକ୍ୟୁସନ୍ ଏକ୍ସେଲେନ୍ସ
  • କମ୍ୟୁନିକେସନ୍ ସ୍କିଲ୍
  • କୋଚିଂ ସ୍କିଲ୍
  • କଷ୍ଟମର ଫୋକସ୍

 

ଅଧିକ ଜାଣିବା ପାଇଁ ଏବଂ ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

 

Notification & Apply ( Click Here)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )