Thursday 25th April 2024
ଆସିଷ୍ଟାଣ୍ଡ୍ ଭିଜିଲାନ୍ସ ଅଫିସର ପାଇଁ ଜିଓ ବାହାର କରିଛି ବଡଧରଣ ର ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆସିଷ୍ଟାଣ୍ଡ୍ ଭିଜିଲାନ୍ସ ଅଫିସର ପାଇଁ ଜିଓ ବାହାର କରିଛି ବଡଧରଣ ର ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂବନେଶ୍ୱର ପାଇଁ ବାହାରିଛି । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ପଦବୀ ର ନାମ – ଆସିଷ୍ଟାଣ୍ଡ୍ ଭିଜିଲାନ୍ସ ଅଫିସର 

 

ସ୍ଥାନ –  ଭୁବନେଶ୍ୱର 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Assistant Vigilance Officer

ଶିକ୍ଷାଗତ ଯୋଗ୍ୟତା  – 

୧) ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।

୨) +୩ ପାସ୍ ବା ସ୍ନାତକ କରିିଥିବା ଆବଶ୍ୟକ ।

 

ଅଭିଜ୍ଞତା –
୩ ବର୍ଷ ରୁ ୫ ବର୍ଷ ଥିଲେ ଭଲ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)  ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଭଲ ଭାବରେ ଲେଖି ପଢିପାରୁଥିବା ଦରକାର ।

୨)   ଲୋକାଲ୍ ଲାଙ୍ଗୁଏଜ୍ ବା ସ୍ଥାନୀୟ ଭାଷା କହିପାରୁଥିବା ଦରକାର ।

୩)  ସ୍ଥାନୀୟ ଆଇନ ଏବଂ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାର କ୍ଷମତା ଥିବା ଦରକାର ।

୪)   ଏଫଆଇଆର ର ଡ୍ରାଫ୍ଟ୍ ବିଷୟରେ ମୌଳିକ ଆଇନଗତ ସଚେତନତା ଥିବା ଆବଶ୍ୟକ ।

୫)  ରିପୋର୍ଟ ଲେଖିବା ପାଇଁ ମାଇକ୍ରୋସଫ୍ଟ୍ ୱାର୍ଡ ଏବଂ ଏକ୍ସେଲରେ ଅଭିଜ୍ଞତା ର ଆବଶ୍ୟକତା ରହିଛି । ଡକ୍ୟୁମେଣ୍ଟେସନ୍ ମଧ୍ୟ କରିପାରୁଥିବା ଦରକାର ।

୬)  ଗୋପନୀୟତା ବଜାୟ ରଖିବାର କ୍ଷମତା  । 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ସଚେତନତା ଏଜେଣ୍ଡା ଦ୍ୱାରା କାର୍ଯ୍ୟକାରୀ କରିବାପାଇଁ ସାହାଯ୍ୟ କରିବାକୁ ପଡିବ ।

୨) କାମର ପରିମାଣ ଯାଞ୍ଚ କରିବା ଏବଂ ବିଲ୍ ସଂଗ୍ରହ କରିବାକୁ ପଡିବ । 

୩)  କମ୍ପାନୀ ର ଆଭିମୁଖ୍ୟ ସହ ପାଣ୍ଠି ଏବଂ ସମ୍ପତ୍ତିକୁ ପ୍ରୋଟେକ୍ଟ୍ କରିବାକୁ ପଡିବ ।

୪)  ସୋର୍ସରୁ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ସଂଗ୍ରହ କରିବାକୁ ପଡିବ । ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂପୃକ୍ତ ।

୫) ସନ୍ଦିଗ୍ଧମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ ଏବଂ ତଥ୍ୟ ସଂଗ୍ରହ କରିବାକୁ ପଡିବ ।

 

ଅଧିକ ଜାଣିବା ପାଇଁ ଜିଓ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://rb.gy/h662p

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )