Friday 29th March 2024
ଟେଲର ଅଥରାଇଜର୍ସ ପଦବୀ ପାଇଁ କଟକରେ ଏଚଡିଏଫସି ବ୍ୟାଙ୍କ ବାହାରକରିଛି ଚାକିରୀ !

ଟେଲର ଅଥରାଇଜର୍ସ ପଦବୀ ପାଇଁ କଟକରେ ଏଚଡିଏଫସି ବ୍ୟାଙ୍କ ବାହାରକରିଛି ଚାକିରୀ !

ସମ୍ପତ୍ତି ବା ଆସେଟସ୍ ଦ୍ୱାରା ଏହା ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ବା ପ୍ରାଇଭେଟ୍ ବ୍ୟାଙ୍କ । ମାର୍କେଟ୍ କ୍ୟାପିଟାଲାଇଜେସନ୍ ରେ ଏପ୍ରିଲ୍ ୨୦୨୧ ଅନୁସାରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ବିଶ୍ୱର ଦଶମ(୧୦) ବୃହତ୍ତମ ବ୍ୟାଙ୍କ ।ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ ରହିଛି । ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ ।  ଏଚଡିଏଫସି ବ୍ୟାଙ୍କ ହେଉଛି ଏକ ୟଙ୍ଗ ଏବଂ ଡାଇନାମିକ୍ ବ୍ୟାଙ୍କ, ଯେଉଁଥିରେ ଏକ ଯୁବ ଉତ୍ସାହୀ ଦଳ ବା ୟଙ୍ଗ ଟିମ୍ କାମ କରୁଛନ୍ତି । ଏହି ବ୍ୟାଙ୍କ ବିଶ୍ୱ ସ୍ତରୀୟ ଭାରତୀୟ ବ୍ୟାଙ୍କ ହେବାର ଦୃଷ୍ଟିକୋଣ ପୂରଣ କରିବାକୁ ସ୍ଥିର କରିଛି । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଓଡିଶା ର ବିଭିନ୍ନ ଜିଲ୍ଲାରେ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଟେଲର ଅଥରାଇଜର୍ସ ପଦବୀ ପାଇଁ ଏଚଡିଏଫସି ବ୍ୟାଙ୍କ୍ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । 

 

ଚାକିରୀ କରିବାର ସ୍ଥାନ – କଟକ

 

ପଦବୀ ର ନାମ – ଟେଲର ଅଥରାଇଜର୍ସ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.hdfcbank.com/

HDFC Bank customer care executive vacancy in Odisha

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର । 

ଅଭିଜ୍ଞତା –

୩ ରୁ ୫ ବର୍ଷ ଥିଲେ ଭଲ । 

ଯେକୌଣସି ବ୍ୟାଙ୍କରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ପର୍ସନାଲ୍ ବ୍ୟାଙ୍କ୍ ର ଡେସ୍କ୍ ରେ ସୁପରଭାଇଜ୍ ଏବଂ ମନିଟରିଂ କରିବା ।

୨) ଅଥରାଇଜ୍ ପର୍ସନାଲ୍ ବ୍ୟାଙ୍କର୍ ଟ୍ରାଞ୍ଜିସନ୍ 

୩) କ୍ୱାଲିଟି କଷ୍ଟମର ସର୍ଭିସକୁ ନିଶ୍ଚିତ କରିବାକୁ ପଡିବ

୪) କଷ୍ଟମର ମାନଙ୍କର ସର୍ଭିସ ଜନିତ ସମସ୍ୟା ର ସମାଧାନ ହେଲାକି ନାହିଁ ତାହା ନିଶ୍ଚିତ କରିବାକୁ ପଡିବ ।

୫) ଶାଖାରେ ବ୍ୟବସାୟ ବା ବିଜନେସ୍ ଜେନେରେଟ୍ କରିବାପାଇଁ ଗୁରୁତ୍ୱ ଦେବାକୁ ପଡିବ । 

୬) ଗ୍ରାହକ ମାନଙ୍କର ଆକାଉଣ୍ଟ୍ ସଞ୍ଚୟ କରିବାର ଅନୁପ୍ରବେଶ ଏବଂ ଆବଶ୍ୟକୀୟ ଫର୍ମାଟ୍ ଅନୁଯାୟୀ ସସପେନ୍ସ ଆକାଉଣ୍ଟଗୁଡିକର ପଞ୍ଜୀକରଣ ସହ ରକ୍ଷଣାବେକ୍ଷଣ କରିବାକୁ ପଡିବ ।

ଏହି ଚାକିରୀରେ କେଉଁ ଦକ୍ଷତା ର ଆବଶ୍ୟକତା ରହିଛି ?

୧) ବିକ୍ରୟ ବା ସେଲ୍ସ ଏବଂ ପ୍ରଭାବ ବା ଇନଫ୍ଲୁଏନ୍ସ ଦକ୍ଷତା ।

୨) ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ପ୍ରକ୍ରିୟା ବା ପ୍ରୋସେସ୍ ଜ୍ଞାନ ।

୩) ଯୋଜନା ଏବଂ ସଂଗଠନର ଦକ୍ଷତା ।

୪) ପ୍ଲାନିଂ ବା ଯୋଜନା ଏବଂ ସଂଗଠନ ବା ଓରଗାନାଇଜିଂ ର ଦକ୍ଷତା ।

୫) କମୁନିକେସନ୍ ବା ଯୋଗାଯୋଗ ର ଦକ୍ଷତା ।

ଅଧିକ ଜାଣିବା ପାଇଁ ଆପଣ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

APPLY ( click here )

 

 

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )