Wednesday 24th April 2024
୧୧୮ଟଙ୍କାରେ ସରକାରୀ ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

୧୧୮ଟଙ୍କାରେ ସରକାରୀ ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ONGC (Oil and Natural Gas Corporation) ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍ MRPL ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏଳ୍ସକ୍ୟୁଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ONGC MRPL ର ଅଫିସିଆଲ ୱେବସାଇଟ୍ https://www.mrpl.co.in/ କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ୍ ନୋଟିଫିକେସନ୍ ସାଇଡ୍ https://mrpl.co.in/careers କୁ ଯାଇ ଏସମ୍ପର୍କରେ ସମସ୍ତ ତଥ୍ୟ ଦେଖିପାରିବେ ।MRPL

ଗୁରୁତ୍ୱପୂର୍ଣ୍ଣ ତାରିଖ ଓ ପଦବୀ ସଂଖ୍ୟା:

• ଅନ୍‌ଲାଇନ୍ ଆବେଦନ ଆରମ୍ଭ ତାରିଖ ୧୭ ଡିସେମ୍ବର ୨୦୨୨
• ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ ୧୫ ଜାନୁଆରୀ ୨୦୨୩
• ପଦବୀ ସଂଖ୍ୟା-୭୮

ଆବେଦନ ଫି:

General,EWS ଓ OBC ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫି ମାତ୍ର ୧୧୮ଟଙ୍କା ରହିଛି । ତେବେ SC/ST/PwBD/Ex-Serviceman ପ୍ରାର୍ଥୀଙ୍କ ଆବେଦନ ଫି ଫ୍ରି ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )