Tuesday 13th January 2026

Tag: odisha

ସୋସିଆଲ ମିଡିଆର Best ପ୍ଲାଟଫର୍ମ ଫେସବୁକ୍ ,ଏମିତି କରନ୍ତୁ ନିଜ ବିଜେନସ୍ ର Growth
ବିଜନେସ୍ ଜ୍ଞାନ

ସୋସିଆଲ ମିଡିଆର Best ପ୍ଲାଟଫର୍ମ ଫେସବୁକ୍ ,ଏମିତି କରନ୍ତୁ ନିଜ ବିଜେନସ୍ ର Growth

Lopamudra- November 14, 2022

ଯଦି ଆପଣ ନିଜ ବିଜନେସ୍ କୁ ସୋସିଆଲ ମିଡିଆ ରେ ପ୍ରମୋଟ କରିବା ବିଷୟରେ ଭାବୁଛନ୍ତି । କିମ୍ବା ନିଜ ବ୍ଲଗ ଓ ୱେବସାଇଟ୍ ରେ ସୋସିଆଲ ମିଡିଆ ରୁ ଟ୍ରାଫିକ ଆଣିବାକୁ ଚାହୁଁଛନ୍ତି ... Read More

”ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ”,କଳିଙ୍ଗ କେଶରୀ ରଥ
ଇଣ୍ଟରଭ୍ୟୁ

”ରାଜ୍ୟରେ ଟ୍ରାକକୁ ଫେରିଛି ରିୟଲ ଇଷ୍ଟେଟ ବ୍ୟବସାୟ”,କଳିଙ୍ଗ କେଶରୀ ରଥ

Lopamudra- November 12, 2022

କୋଭିଡ଼ ସମୟରେ ଲୋକମାନେ ଆଇସୋଲେସନରେ ରହିବା କାରଣରୁ ନିଜ ବା ନିଜ ପରିବାର ପାଇଁ ଘରର ଆବଶ୍ୟକତା କ’ଣ ତାହା ଅନୁଭବ କରିଥିଲେ । ଏବେ ସେହି ମାନସିକତା କାରଣରୁ ରାଜ୍ୟରେ ରିୟଲ ଇଷ୍ଟେ୍ଟ ... Read More

”Realestate ପାଇଁ ବଦଳିଛି ମୋର ପରିଚୟ”ବିଜନେସ୍ ମ୍ୟାନ ସୌମ୍ୟରଞନ ରାଣା…
ଇଣ୍ଟରଭ୍ୟୁ

”Realestate ପାଇଁ ବଦଳିଛି ମୋର ପରିଚୟ”ବିଜନେସ୍ ମ୍ୟାନ ସୌମ୍ୟରଞନ ରାଣା…

Lopamudra- November 10, 2022

ଟଙ୍କା ରୋଜଗାର କରିବାର କିଛି short cut ନଥାଏ । କିନ୍ତୁ ଯଦି ସଠିକ୍ ଜାଗାରେ ସଠିକ୍ ଉପାୟରେ ନିବେଶ କରା୍‌ଯାଏ ତାହାଲେ ସବୁ ଧିରେ ଧିରେ ଅଭିବୃଦ୍ଦି ହୁଏ । ଟଙ୍କା କମାଇବାର ... Read More

ଓଡିଶା ଦେଖିବ ବିରଳ ଚନ୍ଦ୍ରଗ୍ରହଣ ,ଜାଣନ୍ତୁ କେମିତି ରହିବ ସବୁ ନିୟମ
ଓଡିଶା

ଓଡିଶା ଦେଖିବ ବିରଳ ଚନ୍ଦ୍ରଗ୍ରହଣ ,ଜାଣନ୍ତୁ କେମିତି ରହିବ ସବୁ ନିୟମ

Lopamudra- November 7, 2022

ମଙ୍ଗଳବାର ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କିନ୍ତୁ ଏଥର କାର୍ତ୍ତିକ ପୂର୍ଣ୍ଣମୀରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିବ । ସବୁ ବର୍ଷ ଭଳି ଏବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ହୋଇପାରିବ ନାହିଁ । କାରଣ ... Read More

BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ
ଖେଳ ଦୁନିଆ

BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ

Lopamudra- October 27, 2022

ଭାରତରେ କ୍ରିକେଟ ପାଇଁ ଅନେକ ଉତ୍ସାହି ଦର୍ଶକ ଥାଆନ୍ତି । ସେହି ଉତ୍ସାହୀ ଦର୍ଶକଙ୍କ ପାଇଁ କ୍ରିକେଟ ହେଉଛି ଏକ ଇମୋସନ । ଆମ ଭାରତରେ ତ କ୍ରିକେଟ ପାଇଁ ଲୋକଙ୍କ ଭଲପାଇବା ଖୁବ୍ ... Read More

ସବୁଠୁ ନିଆରା ଓଡିଆଙ୍କ ଦୀପାବଳୀ …..ଜାଣନ୍ତୁ କାହିଁକି ?
ପୂଜା ଧର୍ମ

ସବୁଠୁ ନିଆରା ଓଡିଆଙ୍କ ଦୀପାବଳୀ …..ଜାଣନ୍ତୁ କାହିଁକି ?

Lopamudra- October 24, 2022

ଆଲୋକର ପର୍ବ ଦୀପାବଳି । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହାକୁ ଲୋକମାନେ ବିଭିନ୍ନ ପାରମ୍ପରିକ ଢଙ୍ଗରେ ପାଳନ କରିଥାନ୍ତି । ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ... Read More

ଦେଶରେ କେବଳ ମୋଦି ନୁହନ୍ତି ଏହି ରାଜ୍ୟ ବି ଦେଉଛି ଚାକିରୀ…
ଶିକ୍ଷା ଓ ନିଯୁକ୍ତି

ଦେଶରେ କେବଳ ମୋଦି ନୁହନ୍ତି ଏହି ରାଜ୍ୟ ବି ଦେଉଛି ଚାକିରୀ…

Lopamudra- October 22, 2022

ଦେଶରେ ପ୍ରଗତି କେତେବେଳେ ହୁଏ ? ଏହି ପ୍ରଶ୍ନର ଉତ୍ତର ହେଲା- ଦେଶରେ ସବୁ କ୍ଷେତ୍ରରେ ଯଦି ପ୍ରଗତି ହେବ । ସବୁ କ୍ଷେତ୍ର ମଧ୍ୟରେ ଆଗରେ ଆସେ- ଶିକ୍ଷା,ସ୍ୱାସ୍ଥ୍ୟ,ଅର୍ଥନୀତି । ଏହି ୩ଟି ... Read More