ଜିଓ ସେଲ୍ସରେ ବାହାରିଛି ଚାକିରୀ ! ଦଶମ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !
ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ରିଲାଏନ୍ସ କମ୍ପାନୀରେ ଅନେକ ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ତେବେ ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି ।
ପଦବୀ ର ନାମ –
- ଡିଜିଟାଲ୍ ସେଲ୍ସ ସ୍ପେସିଆଲିଷ୍ଟ୍ ହୋମ୍
ସ୍ଥାନ – ( ଭୁବନେଶ୍ୱର )
ଅଭିଜ୍ଞତା –
- ଅଭିଜ୍ଞତା ନଥିଲେ ମଧ୍ୟ ଆବେଦନ କରିପାରିବେ ।
ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –
ଶିକ୍ଷାଗତ ଯୋଗ୍ୟତା –
- ଦଶମ ପାସ୍ କରିଥିଲେ ବି ଆବେଦନ କରିପାରିବେ ।
ଚାକିରୀରେ କଣ ରହିବ ଦାୟିତ୍ୱ ? –
- କ୍ରିଏଟ୍ ଆଣ୍ଡ ସେଟପ୍ ଜିଓ ଲିଡ୍ ଏସୋସିଏଟସ୍ ଚ୍ୟାନେଲ୍ ଫୋର ଲିଡ୍ ଜେନେରେସନ୍ ।
- ଏନସିଓର ପାର୍ଟିସିପେସନ୍ ଅପ୍ ଅନର୍ବୋଡେଡ୍ ଜେଲଏ
- ରେସପନସିବଲ୍ ଫୋର୍ ଆକ୍ୱାଜିସନ୍ / ଆକ୍ଟିଭେସନ୍ ଅଫ୍ କଷ୍ଟମର ଏଜ୍ ପର ଗାଇଡ୍ ଲାଇନ୍ ।
( ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ )
ଏହି ଚାକିରୀ କରିବା ପାଇଁ କଣ ଦରକାର ? –
- ଓଡିଆରେ ଭଲ ଭାବରେ ବୁଝି ପାରୁଥିବା ଦରକାର ।
- ଓଡିଆ ଭାଷାରେ ଲେଖି ପଢି ପାରୁଥିବା ଦରକାର ।
- ଆଞ୍ଚଳିକ ଲୋକଙ୍କ ସହ ଭଲ ଭାବରେ ମିଶିପାରୁଥିବା ଦରକାର ଏବଂ ଆଞ୍ଚଳିକ ସ୍ଥାନ ବିଷୟରେ ଜ୍ଞାନ ଥିବା ଦରକାର ।
- ସ୍ମାର୍ଟ ଫୋନ୍ ଚଲେଇପାରୁଥିବା ଦରକାର ।
- ଚ୍ୟାନେଲ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ।
- ଗ୍ରାହକ ମାନଙ୍କର ମନ ଖୁସି କଲାପରି ବାର୍ତ୍ତାଳାପ କରିପାରୁଥିବା ଦରକାର ।
- ଗାଡିଚଲାଇବା ଶିଖିଥିବା ଦରକାର ।
ଆବେଦନ କରିବା ପାଇଁ ଏବଂ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –
କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ ।
ତେବେ ଡେରି ନକରି ଓଡିଆ ଡେଲି ର WhatsApp group ରେ join କରିବା ପାଇଁ
ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –
https://chat.whatsapp.com/HIuTqpSgca9HKPCfCJGqO4
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।