Sunday 28th April 2024
ଆଟିଡିଏ ଅଣ୍ଡରରେ ବିଭିନ୍ନ ପଦବୀରେ ବାହାରିଛି ସରକାରୀ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଆଟିଡିଏ ଅଣ୍ଡରରେ ବିଭିନ୍ନ ପଦବୀରେ ବାହାରିଛି ସରକାରୀ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ମାଲକାନଗିରି ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ । ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପଦବୀରେ ବାହାରିଛି ବିଜ୍ଞପ୍ତି ।

 

ଆବେଦନ କରିବାର ଶେଷ ତାରିଖ  – ୨୭/୦୭/୨୦୨୩

Malkangiri , Applications are Invited ! Various Posts ITDA !

 

 

ପଦବୀ – 

  • ଏକ୍ସପର୍ଟ ଲିଭଲିହୁଡ୍ କମ୍ ସୋସିଆଲ୍
  • ଏଲ୍ ଆଣ୍ଡ ଡବ୍ଲୁ ଏମ୍ ଏକ୍ସପର୍ଟ
  • ଆକାଉଣ୍ଟାଣ୍ଟ୍ କମ୍ ଡାଟା ମ୍ୟାନେଜମେଣ୍ଟ୍

 

ଦରମା –

  • ଏକ୍ସପର୍ଟ ଲିଭଲିହୁଡ୍ କମ୍ ସୋସିଆଲ୍ – ୨୦,୦୦୦ ଟଙ୍କା
  • ଏଲ୍ ଆଣ୍ଡ ଡବ୍ଲୁ ଏମ୍ ଏକ୍ସପର୍ଟ – ୨୦,୦୦୦ ଟଙ୍କା
  • ଆକାଉଣ୍ଟାଣ୍ଟ୍ କମ୍ ଡାଟା ମ୍ୟାନେଜମେଣ୍ଟ୍ – ୧୫,୦୦୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ମାଲକାନଗିରି ଜିଲ୍ଲା ବିଷୟରେ ଅଧିକ ଜାଣିପାରିବେ  ବିଷୟରେ ଅଧିକ ଜାଣିପାରିବେ   –

https://malkangiri.nic.in/

 

ଶିକ୍ଷାଗତ ଯୋଗ୍ୟତା – 

Malkangiri , Applications are Invited ! Various Posts ITDA !

 

ବୟସ ସୀମା – 

୨୧ ବର୍ଷରୁ ୪୫ ବର୍ଷ ହେଇଥିବା ଆବଶ୍ୟକ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Applications are Invited for Filling up Various Posts on Contract Basis, ITDA, Malkangiri ( Apply )

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )