Wednesday 24th April 2024
୭୫୦ ଟଙ୍କା ଦେଇ କଣ ଆପଣ ଯିବାକୁ ଚାହିଁବେ ଏସବୁ ଫିଲ୍ମ ?

୭୫୦ ଟଙ୍କା ଦେଇ କଣ ଆପଣ ଯିବାକୁ ଚାହିଁବେ ଏସବୁ ଫିଲ୍ମ ?

() ବଡ଼ ପରଦାରେ ସିନେମା ଦେଖିବାକୁ କିଏ ବା ପସନ୍ଦ ନ କରେ। ଆଉ ସେ ବି ପୁଣି ଯଦି ଆମ ଭାରାତର କଥା ହୁଏ ତେବେ ତା କଥା ନିଆରା । ଏବେ ଭାରତରେ କ୍ରେଜ ଦେଖିବାକୁ ମିଳୁଛି ଚଳଚିତ୍ର ‘ବ୍ରହ୍ମାସ୍ତ୍ର’ର । ଅଧିକ ଲୋକ ଫିଲ୍ମ ଟିକୁ ଦେଖି ଉପଭୋଗ କରିପାରିବେ ବୋଲି ଫିଲ୍ମ ଟିର ନିର୍ମାତା ଜାତୀୟ ସିନେମା ଦିବସରେ ୭୫ ଟଙ୍କାର ଗୋଟିଏ ଟିକେଟର ଦାମକୁ ରଖିଥିଲେ । ଯାହା ଫଳରେ ଅଧିକ ଲୋକ ଫିଲ୍ମଟିର ମଜା ଉଠାଇ ପାରିଥିଲେ ।Brahmashtra Vs Ponniyin Selvan-1 Vs Vikram Vedha Who will Win at the Box Office?() ଅନ୍ୟପଟେ ଆଗକୁ ରିଲିଜ ହେବାକୁ ଯାଉଛି ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟ ଓ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ “ବିକ୍ରମ ବେଦ” ଓ “ପୋନିୟାନ ସେଲଭାନ” । ଯାହାକି ଏହି ସପ୍ତାହରେ ବକ୍ସ ଅଫିସରେ ସଂଘର୍ଷ କରିବାକୁ ଯାଉଛି। ଏହି କାରଣରୁ ଉଭୟ ଚଳଚ୍ଚିତ୍ରର ନିର୍ମାତାମାନେ ସେମାନଙ୍କ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ ବିଭିନ୍ନ ରଣନୀତି ଆପଣାଇଛନ୍ତି। ଏଥି ସହିତ ଜାତୀୟ ସିନେମା ଦିବସରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ନିର୍ମାତାମାନେ ଟିକେଟ୍ ମୂଲ୍ୟ କମ୍ ରଖିବାକୁ ଗୁରୁତ୍ୱ ଦେଉଛନ୍ତି।Clash 2022 बवाल Hrithik Roshan VS Aishwarya Rai | Vikram Vedha VS PS 1 - YouTubeସୂଚନା ଅନୁସାରେ ଦେଶର ୩ଟି ବଡ ଜାତୀୟ ଶୃଙ୍ଖଳା – PVR, ସିନେପୋଲିସ୍ ଏବଂ INOX, ସମାନ ଟିକେଟ୍ ମୂଲ୍ୟ ରଖୁଛନ୍ତି। ତିନିଟି ଜାତୀୟ ଶୃଙ୍ଖଳା ସହ ଜଡିତ ଅଧିକାରୀମାନେ ଯୁକ୍ତି କରିଛନ୍ତି ଯେ ଯଦି ବଡ ବଜେଟ ଫିଲ୍ମ ଗୁଡିକ ଟିକେଟ୍ ୭୫ ଟଙ୍କା କରନ୍ତି, ତେବେ ସିନେମା ହଲ୍ ଗୁଡ଼ିକରେ ଶତପ୍ରତିଶତ ଲୋକ ଆସିଲା ପରେ ମଧ୍ୟ ସେମାନଙ୍କ ଖର୍ଚ୍ଚ ପୂରଣ କରିପାରିବ ନାହିଁ। ଅଧିକାଂଶ ମଲ୍ଟିପ୍ଲେକ୍ସରେ ଟିକେଟର ମୂଲ୍ୟ ପ୍ରଥମ ସପ୍ତାହରେ ୨୦୦ ରୁ ୭୫୦ ଟଙ୍କା ମଧ୍ୟରେ ରଖାଯାଏ ।aishwarya rai ponniyin selvan will clash with vikram vedha big box office clash this year bud | 'विक्रम वेधा' से भिड़ेगी 'पोन्नियिन सेलवन', बॉक्स ऑफिस पर होगी इन फिल्मों के बीच जबरदस्त

ଉଭୟ ଚଳଚ୍ଚିତ୍ରର ବର୍ତ୍ତମାନ ଟିକେଟ୍ର ମୂଲ୍ୟ କେତେ?

ବୁକ୍ ମାଇ ଶୋ ଅନୁଯାୟୀ, ସେପ୍ଟେମ୍ବର ୩୦ ରେ ହ୍ରିତିକ ରୋଶନ ଏବଂ ସେଫ  ଅଲି ଖାନଙ୍କ ଅଭିନୀତ ‘ବିକ୍ରମ ବେଦ’ର ଟିକେଟ ସିନେପୋଲିକ୍ସରେ ୨୫୦ ଟଙ୍କା, INOX ରେ ୪୬୦ ଟଙ୍କା ଏବଂ PVR ରେ ୨୬୦ ଟଙ୍କା ପର‌୍ୟ୍ୟନ୍ତ ରହିଛି। ଏଥି ସହିତ ଏଶ୍ୱର‌୍ୟ୍ୟା ରାୟଙ୍କ “ପୋନିୟାନ ସେଲଭାନ” ର ମୂଲ୍ୟ 2D ରେ ୪୬୦ ଟଙ୍କା ଏବଂ IMAX 2Dରେ ୭୫୦ ଟଙ୍କା ପର‌୍ୟ୍ୟନ୍ତ ରଖାଯାଇଛି ।From Vikram Vedha To Ponniyin Selvan And More Film Releases On OTT And Theater | September Release: विक्रम वेधा से लेकर पौन्नियन सेल्वन 1 तक, इस हफ्ते रिलीज होंगी ये धमाकेदार फिल्में

ଆଗୁଆ ବୁକିଂରେ କିଏ ଜିତିଲା?

ଆଗୁଆ ବୁକିଂ କରି ଏଶ୍ୱର‌୍ୟ୍ୟା ରାୟଙ୍କ “ପୋନିୟାନ ସେଲଭାନ” ହ୍ରିତିକ ରୋଶନଙ୍କ ‘ବିକ୍ରମ ବେଦ’କୁ ପଛରେ ପକାଇଛି। “ପୋନିୟାନ ସେଲଭାନ” ଏପର‌୍ୟ୍ୟନ୍ତ ଆଗୁଆ ବୁକିଂ ମାଧ୍ୟମରେ ୪.୮୬ କୋଟି ଟଙ୍କା ଆୟ କରିଛି। ସେପଟେ ‘ବିକ୍ରମ ବେଦ’ ମାତ୍ର ୭୧ ଲକ୍ଷ ଟଙ୍କା ରୋଜଗାର କରିଛି।

What is the biggest challenge before Vikram Vedha, if the film does not get swept away in the tsunami of PS 1?

CATEGORIES
TAGS
Share This

COMMENTS

Wordpress (0)
Disqus (1 )