Category: ଶିକ୍ଷା ଓ ନିଯୁକ୍ତି
କେମିତି ଦେବେ CTETପରୀକ୍ଷା
ଆଜି କାଲି ପ୍ରାୟେ ସମସ୍ତେ ଚାହୁଁଛନ୍ତି ସରକାରୀ ଚାକିରୀ ଟିଏ କରିବାକୁ । ଯେଉଁଥିରେ ପ୍ରାୟେ ପିଲା ବେଶୀ ଚେଷ୍ଟା କରିଥାନ୍ତି ସରକାରୀ ଶିକ୍ଷକ ହେବା ପାଇଁ। ଶିକ୍ଷା କ୍ଷେତ୍ରରେ ଏକ ଉଜ୍ୱଳ ଭବିଷ୍ୟତ ... Read More
ସରକାରୀ ଚାକିରୀ ପାଇଁ ୧୨୨୫ଟି ପଦବୀ ପୂରଣ ହେବ
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଅଧୀନରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଆସିଛି ଖୁସି ଖବର । ଏଥିପାଇଁ OSSC ଗ୍ରୁଫ୍ B ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ... Read More
୧୪୦୦ ଟି ପଦବୀ ଖାଲି, ଆଜି ହିଁ କରନ୍ତୁ ଆବେଦନ
ନୌସେନାରେ ଚାକିରୀ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ସିନିୟର ସେକେଣ୍ଡାରୀ ରିକ୍ୱାରମେଣ୍ଟ (ଏସଏସଆର) ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଆଶାୟୀ ପ୍ରାର୍ଥୀମାନେ ... Read More
ପୁଣି ବାହାରିଲା ବିନା ପରୀକ୍ଷାରେ ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ
ରେଳବାଇରେ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଲା ଖୁସିର ଖବର । ବିନା ପରୀକ୍ଷାରେ କରିପାରିବେ ରେଳବାଇରେ ଚାକିରୀ । ପଶ୍ଚିମ ରେଳବାଇ (WCR) ଅଧିନରେ ଥିବା ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ... Read More
ମୁନଲାଇଟିଂ ନେଉଛି ଚାକିରୀ
ଆର୍ଥିକ ମାନ୍ଦାବସ୍ଥା ପାଇଁ କିଛି କମ୍ପାନୀ ବଡ଼ ଆକାରରେ ନିଜ କର୍ମଚାରୀ ମାନଙ୍କୁ ଛଟେଇ କରୁଛନ୍ତି । ମୁନଲାଇଟିଂ ପାଇଁ ଅନେକ ଲୋକଙ୍କ ଚାକିରି ଯାଇଛି । ଏଠାରେ ଆମେ କହିରଖୁ କି ମୁନ୍ଲାଇଟିଂ ... Read More
CCLରେ ମିଳିବ ଚାକିରୀ କରିବାର ସୁଯୋଗ
ଡାଟାଏଣ୍ଟ୍ରି ଅପରେଟର ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । (CCL) ସେଣ୍ଟ୍ରାଲ କୋଇଲଫିଲ୍ଡସ୍ ଲିମିଟେଡ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶୟୀ ପ୍ରର୍ଥୀ ମାନେ କମ୍ପାନୀର ଅଫିସିଆଲ୍ ... Read More
PGCIL ରେ ବାହାରିଲା ପଦବୀ ଆଜି ହିଁ କରନ୍ତୁ ଆବେଦନ
ଆପଣ ଯଦି ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ । ପାୱାର୍ ଗ୍ରୀଡ୍ କମ୍ପାନୀରେ ଇଞ୍ଜିନିୟର ଓ ସୁପରଭାଇଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ... Read More

