Friday 29th March 2024
PGCIL ରେ ବାହାରିଲା ପଦବୀ ଆଜି ହିଁ କରନ୍ତୁ ଆବେଦନ

PGCIL ରେ ବାହାରିଲା ପଦବୀ ଆଜି ହିଁ କରନ୍ତୁ ଆବେଦନ

ଆପଣ ଯଦି ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ । ପାୱାର୍ ଗ୍ରୀଡ୍ କମ୍ପାନୀରେ ଇଞ୍ଜିନିୟର ଓ ସୁପରଭାଇଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାଦ୍ୱାରା ଆପଣ ଏକ ଭଲ ସରକାରୀ ଚାକିରୀ କରିବାର ସୁଯୋଗ ପାଇପାରିବେ । ଯଦି ଆପଣ ପାୱାର ଗ୍ରୀଡ୍‌ରେ ସରକାରୀ ଚାକିରୀ ଚାହୁଁଛନ୍ତି, ତେବେ ଆପଣଙ୍କୁ PGCILର ଅଫିସିଆଲ ୱେବ୍‌ସାଇଟ୍ http://powergrid.in/ କୁ ଯାଇ ଆବେଦନ କରିପାରିବେ ।

PGCIL Recruitment 2021 For 1,110 Graduate, Diploma And ITI Apprentices Jobs  PGCIL Notification 2021 - Careerindiaଗୁରୁତ୍ୱପୂର୍ଣ୍ଣ ତାରିଖ:
• ଆବେଦନ କରିବାର ଆରମ୍ଭ ତାରିଖ-୧୫ ନଭେମ୍ବର ୨୦୨୨
• ଆବେଦନ କରିବାର ଶେଷ ତାରିଖ-୧୧ ଡିସେମ୍ବର ୨୦୨୨

ଖାଲିଥିବା ପଦବୀ:
• ଫିଲ୍ମ ସୁପରଭାଇଜର (ଇଲେକ୍ଟ୍ରିକାଲ୍‌)-୪୮୦
• ଫିଲ୍ମ ସୁପରଭାଇଜର (ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍‌)-୨୪୦
• ଫିଲ୍ମ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍‌)-୫୦
• ଫିଲ୍ମ ଇଞ୍ଜିନିୟର (ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍‌)-୧୫
• ଫିଲ୍ମ ଇଞ୍ଜିନିୟର (ଆଇଟି)-୧୫

କେତେ ମଳିବ ଦରମା:
• ଫିଲ୍ମ ଇଞ୍ଜିନିୟର- ପେ ବ୍ୟାଣ୍ଡ୍ରେ ଫିଲ୍ଡ ଇଞ୍ଜିନିୟରଙ୍କ ଦରମା ୩୦୦୦୦-୩% –୧,୨୦,୦୦୦ / – ସହିତ ବେସିକ୍ ପେ ୩୦,୦୦୦ / – + ଇଣ୍ଡଷ୍ଟ୍ରିଆଲ୍ DA + HRA ସହିତ।
• ଫିଲ୍ମ ସୁପରଭାଇଜର-ପେ ବ୍ୟାଣ୍ଡ୍ରେ ଫିଲ୍ଡ ସୁପରଭାଇଜରଙ୍କ ଦରମା ୨୩,୦୦୦-୩% -୧,୦୫,୦୦୦ / – ସହିତ୍ ବେସିକ୍ ପେ ୨୩,୦୦୦ / – +     ଇଣ୍ଡଷ୍ଟ୍ରିଆଲ୍ DA + HRA ସହିତ।

ଯୋଗ୍ୟତା:
• ଫିଲ୍ମ ଇଞ୍ଜିନିୟର-ଈଋ କିମ୍ବା ଈ.ଞରମଷ ଜରୁରୀ । ଜେନେରାଲ୍, ଓବିସି (NCL), EWS ପ୍ରାର୍ଥୀ କ୍ଷେତ୍ରରେ ଅତିକମରେ ୫୫% ମାର୍କ ସହିତ ସ୍ନାତକ ପାଶ ହେବା ଜରୁରୀ। SC, ST ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସର୍ବନିମ୍ନ ମାର୍କର କୌଣସି ସର୍ତ୍ତ ନାହିଁ। ସେମାନଙ୍କ କ୍ଷେତ୍ରରେ କେବଳ ପାଶ୍ ସାର୍ଟିଫିକେଟ୍ ଦରକାର। ଏହା ସହିତ, ସମ୍ପୃକ୍ତ କାର୍ଯ୍ୟରେ ଏକ ବର୍ଷର ଅଭିଜ୍ଞତା ମଧ୍ୟ ଆବଶ୍ୟକ।

• ଫିଲ୍ମ ସୁପରଭାଇଜର-ପ୍ରାର୍ଥୀ ଡିପ୍ଲୋମା କରିଥିବା ଆବଶ୍ୟକ। ଜେନେରାଲ୍, ଓବିସି (NCL), EWS କ୍ଷେତ୍ରରେ ଅତିକମରେ ୫୫% ମାର୍କ ସହିତ ସ୍ନାତକ ପାଶ ଜରୁରୀ। SC, ST ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସର୍ବନିମ୍ନ ମାର୍କର କୌଣସି ସର୍ତ୍ତ ନାହିଁ। ସେମାନଙ୍କ କ୍ଷେତ୍ରରେ କେବଳ ପାଶ୍ ସାର୍ଟିଫିକେଟ୍ ଦରକାର। ଏହା ସହିତ, ସମ୍ପୃକ୍ତ କାର‌୍ୟ୍ୟରେ ଏକ ବର୍ଷର ଅଭିଜ୍ଞତା ମଧ୍ୟ ଆବଶ୍ୟକ।

ଆବେଦନ ଶୁଳ୍କ:
• କେବଳ ସାକ୍ଷାତକାର ମାଧ୍ୟମରେ ଫିଲ୍ଡ ଇଞ୍ଜିନିୟର ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ।
• ଲିଖିତ ପରୀକ୍ଷା ମାଧ୍ୟମରେ ସୁପରଭାଇଜର ଚୟନ କରାଯିବଯଦି ଆବେଦନକାରୀଙ୍କ ସଂଖ୍ୟା ଅଧିକ ହୁଏ ତେବେ ଏକ ଲିଖିତ ପରୀକ୍ଷା ମଧ୍ୟ କରାଯାଇପାରେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )