Category: ଇଣ୍ଟରଭ୍ୟୁ
International Animation Day :ଉତ୍କଳ ଗୌରବଙ୍କ ମୁହଁରୁ ଆନିମେସନର କଥା…
ଆନିମେସନ୍ ହୁଏତ ଆମ ପ୍ରତି ଦିନ ଜୀବନରେ ଘଟୁଥିବା ଏକ ସାଧାରଣ ଜିନିଷ । କିନ୍ତୁ ଏହି ସାଧାରଣ ଜିନିଷକୁ କରିବା ପାଇଁ କେତେ ଯେ ପରିଶ୍ରମ ଲାଗେ ତାହା ହୁଏତ ଆପଣମାନେ ଜାଣିନଥିବେ ... Read More
Entertainment-‘ମୁଁ କାହାକୁ କାମ ମାଗେନି ,ମୋ ଟ୍ୟାଲେଣ୍ଟ ପାଇଁ ମୋତେ କାମ ମିଳେ’:ଏଲି ପାଢି
ଓଲିଉଡ୍ ହେଉ କି ବଲିଉଡ୍ ଏହି ଅଭିନୟ ଲାଇନ୍କୁ ଅନେକ ପିଲା ଆସନ୍ତି, ଆଉ ନିଜ କ୍ୟାରିୟର ଗଢ଼ନ୍ତି । କିଏ ନିଶା ପଇଁ ଏଠିକି ଆସେ ତ ଆଉ କିଏ ପେଷା ପାଇଁ ... Read More
Entertainment:ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସୁଛି ‘ଦମନ’…. ନଭେମ୍ବର ୪ । ଡିରେକ୍ଟରଙ୍କ ସହ ଆଲୋଚନା
ଦର୍ଶକଙ୍କ ମନ ବଦଳାଇବ ଦମନ ସିନେମା ଏକ ଝିଲମିଲ ଦୁନିଆ । ଯେଉଁ ଦୁନିଆରେ କେତେବେଳେ ଯେ ରଙ୍ଗିନ କାହାଣୀ ଦେଖିବାକୁ ମିଳେ,ପୁଣି କେତେବେଳେ କଳାକାରର ଚତ୍ମକାରୀ ଅଭିନୟ । ହେଲେ ଗୋଟିଏ ସିନେମା ... Read More
Health-ଏବେ ମହିଳାଙ୍କୁ ସ୍ତନ କର୍କଟରୁ ମଳିବ ମୁକ୍ତି, କହିଲେ ଡାକ୍ତର ସନ୍ଦିପ୍ କୁମାର ମିଶ୍ର
ମଣିଷ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିଥାଏ । ଏହି ସବୁ ରୋଗ ମାନଙ୍କ ମଧ୍ୟରୁ କ୍ୟାନ୍ସର ଅନ୍ୟତମ । ଯାହା କି ଉଭୟ ପୁରୁଷ ଓ ମହିଳା ମାନଙ୍କୁ ... Read More
Enterpreneur:ଓଡ଼ିଶାର ”Fastech Fashion Start-up” ଆଜି ଏମିତି ପାଇଛି ସଫଳତା
ଆଜିର ତାରିଖରେ ସମସ୍ତେ ଚାହାନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଉ ସେହି ପରିଚୟ ଗଢିବା ପାଇଁ ଦରକାର ଏକ ଦୃଢଲକ୍ଷ୍ୟ । ବିନା ଲକ୍ଷ୍ୟସ୍ଥଳ ନିର୍ଦ୍ଧାରିତ କରି କଣ କେବେ କେହି ... Read More
Entertainment: ଅସିତ୍ ପତି, ଏହିସବୁ କାରଣ ପାଇଁ ଓଡିଆ ଫିଲ୍ମର ଭବିଷ୍ୟତ ଅନ୍ଧାର’’
ଓଡିଆ ସିନେ ଜଗତରେ ଅନେକ କଳାକାର ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି । କଳାପାଇଁ ନିଜର ସାରା ଜୀବନ ଦେଇ ନିଷ୍ଠାର ସହ କାମ କରୁଥିବା ଅନେକ ଲୋକ ଓଡିଶାରେ ଅଛନ୍ତି । କିନ୍ତୁ ... Read More
Health-”ଡାକ୍ତରଖାନା ଯିବା ପୂର୍ବରୁ ରୋଗୀଙ୍କୁ ଏସବୁ ଧାରଣା ରହିବା ଜରୁରୀ”: ଡାକ୍ତର ମଳୟ ରଞ୍ଜନ ମଲ୍ଲିକ
ରୋଗକୁ ଭଲ କରେ ଡାକ୍ତର । ରୋଗୀଟିଏ ନିଜ ଅସୁବିଧା ନେଇ ଯେତେବେଳେ ଡାକ୍ତରଖାନା ଯାଏ ତାର ଆଶା ଥାଏ ଯେ ଡାକ୍ତର ସବୁ ଜାଣିଛନ୍ତି ଓ ତାକୁ ତୁରନ୍ତ ଭଲ କରିଦେବେ । ... Read More