Thursday 28th March 2024
ସେଣ୍ଟ୍ରାଲ୍ କିଆରେ ସେଲ୍ସ ମ୍ୟାନେଜର ପଦବୀ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ସେଣ୍ଟ୍ରାଲ୍ କିଆରେ ସେଲ୍ସ ମ୍ୟାନେଜର ପଦବୀ ପାଇଁ ବାହାରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

କିଆ କର୍ପୋରେସନ୍, ସାଧାରଣତ କିଆ ଭାବରେ ଜଣାଶୁଣା । ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ ଅଟୋମୋବାଇଲ୍ ନିର୍ମାତା ଯାହାକି ଦକ୍ଷିଣ କୋରିଆର ସିଓଲରେ ଅବସ୍ଥିତ ରହିଛି । ୨୦୧୯ ରେ ୨.୮ ମିଲିୟନରୁ ଅଧିକ ଗାଡି ବିକ୍ରି ସହିତ ଏହାର ପ୍ୟାରେଣ୍ଟ୍ କମ୍ପାନୀ ହୁଣ୍ଡାଇ ମୋଟର କମ୍ପାନୀ ପରେ ଏହା ଦକ୍ଷିଣ କୋରିଆର ଦ୍ୱିତୀୟ ବୃହତ୍ତମ ଅଟୋମୋବାଇଲ୍ ଉତ୍ପାଦନକାରୀ କମ୍ପାନୀ । ଭାରତରେ ଅନେକ କିଆ ଷ୍ଟୋର ଏବଂ କିଆ ସୋରୁମ୍ ଅଛି । ଓଡିଶାରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସେଣ୍ଟ୍ରାଲ୍ କିଆରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ସେଲ୍ସ ମ୍ୟାନେଜର  ପଦବୀ ପାଇଁ ସେଣ୍ଟ୍ରାଲ୍ କିଆ ବାହାର କରିଛି ବିଜ୍ଞପ୍ତି । ଅନୁଗୁଳ ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ପଦବୀ ର ନାମ – ସେଲ୍ସ  ମ୍ୟାନେଜର

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସେଣ୍ଟ୍ରାଲ୍ କିଆ  ଉପରେ ଅନେକ ତଥ୍ୟ ଜାଣିପାରିବେ –
https://centralkia.co.in/

KIA Motors is looking for their Angul sales team

ଶିକ୍ଷାଗତ ଯୋଗ୍ୟତା –

୧) ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଥିଲେ ଅଗ୍ରାଧିକାର ପାଇବେ ।

 

ଚାକିରୀ କରିବାର ସ୍ଥାନ –  ଅନୁଗୁଳ ଜିଲ୍ଲା

 

ଅଭିଜ୍ଞତା –

ସେଲ୍ସରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://centralkia.co.in/job-application/

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )