Thursday 25th April 2024
ଓଡିଶା ଷ୍ଟେଟ୍ ଚାଇଲ୍ଡ୍ ପ୍ରୋଟେକସନ୍ ସୋସାଇଟି ବିଭିନ୍ନ ପଦବୀରେ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ଓଡିଶା ଷ୍ଟେଟ୍ ଚାଇଲ୍ଡ୍ ପ୍ରୋଟେକସନ୍ ସୋସାଇଟି ବିଭିନ୍ନ ପଦବୀରେ ବାହାରକରିଛି ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !

ସୁନ୍ଦରଗଡ ଜିଲ୍ଲାରେ ଆସିଛି ସରକାରୀ ଚାକିରୀ ର ସୁଯୋଗ । ସୁନ୍ଦରଗଡ ଜିଲ୍ଲାରେ ଓଡିଶା ଷ୍ଟେଟ୍ ଚାଇଲ୍ଡ୍ ପ୍ରୋଟେକସନ୍ ସୋସାଇଟି ରେ ବାହାରିଛି ଚାକିରୀ ।

ଆବେଦନ କରିବାର ଶେଷ ତାରିଖ  – ୨୦/୦୬/୨୦୨୩

ପଦବୀ – 

  • ସୁପରିଟେଣ୍ଡ୍
  • କାଉନସେଲର
  • ପ୍ରୋବେସନ୍ ଅଫିସର
  • କେସ୍ ଓ୍ୱାରକର
  • ଚାଇଲ୍ଡ ଓ୍ୱେଲଫେୟାର ଅଫିସର

 

ଦରମା –

  • ସୁପରିଟେଣ୍ଡ୍ – ୩୩,୧୦୦ ଟଙ୍କା
  • କାଉନସେଲର – ୨୩,୧୭୦ ଟଙ୍କା
  • ପ୍ରୋବେସନ୍ ଅଫିସର – ୨୩,୧୭୦ ଟଙ୍କା
  • କେସ୍ ଓ୍ୱାରକର – ୨୩,୧୭୦ ଟଙ୍କା
  • ଚାଇଲ୍ଡ ଓ୍ୱେଲଫେୟାର ଅଫିସର – ୨୩,୧୭୦ ଟଙ୍କା

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଷ୍ଟେଟ୍ ଚାଇଲ୍ଡ୍ ପ୍ରୋଟେକସନ୍ ସୋସାଇଟି ବିଷୟରେ ଅଧିକ ଜାଣିପାରିବେ   –

https://wcd.odisha.gov.in/child-welfare/odisha-state-child-protection-society

ଶିକ୍ଷାଗତ ଯୋଗ୍ୟତା – 

Odisha State Child Protection Society Job vacancy ! Apply!

Odisha State Child Protection Society Job vacancy ! Apply!

ବୟସ ସୀମା – 

୨୧ ବର୍ଷରୁ ୪୫ ବର୍ଷ ହେଇଥିବା ଆବଶ୍ୟକ ।

 

କିପରି କରିବେ ଆବେଦନ –

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Notification & offline form ( Click Here)

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )