Category: ସ୍ୱାସ୍ଥ୍ୟ ସଞ୍ଜିବନୀ
କୋଲେଷ୍ଟ୍ରୋଲର ଲକ୍ଷଣ କଣ? ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା…
ହୃଦ୍ଘାତ ଆଜିର ସମୟରେ ସବୁଠାରୁ ବଡ ସମସ୍ୟା । କାହିଁକି ନା ଆଜିର ସମୟରେ ଅଧାରୁ ଅଧିକ ମୃତ୍ୟୁ ହାର୍ଟ ଆଟାର୍କରେ ହେଉଛି । ହେଲେ ବର୍ତ୍ତମାନ ଏହି ହାର୍ଟ ଆଟାର୍କ ବୟସ ଦେଖି ... Read More
ଦୂର ହେଇଯିବ ଏହି ସବୁ ରୋଗ ,ଖାଆନ୍ତୁ ସବୁଜ ଟମାଟୋ…
ଲାଲ୍ ଟମାଟୋ ଏପରି ଏକ ପନିପରିବା । ଯାହା ଆମେ ଆମ ରୋଷେଇ ଘରେ ବ୍ୟବହୃତ କରୁ। ଏହା ଏକ ଘରୋଇ ରେସିପି ହେଉ କିମ୍ବା ବଜାରରେ ଫାଷ୍ଟଫୁଡ୍, ଏହା ବିନା ଖାଇବା ପ୍ରସ୍ତୁତ ... Read More
ଆପଣଙ୍କର ଥାଇରଏଡ୍ ଅଛି କି ? ତାହାଲେ ଏମିତି କରନ୍ତୁ ଧନିଆର ବ୍ୟବହାର
କଣ ଆପଣ ଥାଇରଏଡ୍ ପାଇଁ ଚିନ୍ତିତ କି ? ଥାଇରଏଡ୍ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ତାହାଲେ ପ୍ରତିଦିନ ପିଅନ୍ତୁ ଧନିଆ ପାଣି । ଧନିଆ ପାଣି ପିଇବା ଦ୍ୱାରା ... Read More
World Diabetes Day:କାହିଁକି ପାଳୁ ବିଶ୍ୱ ମଧୁମେହ ଦିବସ ? ଜାଣନ୍ତୁ ଏହାର ମହତ୍ୱ
ଦୁନିଆର ପ୍ରତି ୧୦ ବୟସ୍କଙ୍କ ମଧ୍ୟରୁ ଜଣେ ମଧୁମେହ ଜନିତ ସମସ୍ୟାରେ ପୀଡିତ । ଏହି ରୋଗ ଲୋକଙ୍କ ଭିତରେ ମହାମାରୀ ପରି ବ୍ୟାପୁଛି । କିନ୍ତୁ ତଥାପି ଏହାକୁ କେହି ଗୁରୁତର ଆକାରରେ ... Read More
ଜାମୁକୋଳିରେ ରହିଛି ବହୁତ ଫାଇଦା,ଭଲ ହେଇଯାଏ ଏହିସବୁ ରୋଗ .
ମଧୁମେହ ବା ଡାଇବେଟିକ୍ସ । ଏହା ଏମିତି ଏକ ରୋଗ ଯାହା ଛୋଟରୁ ବଡ ସମସ୍ତଙ୍କୁ ହେବାର ସମ୍ବାବନା ଥାଏ । ଆଉ ଆଜିକାଲି ଏହି ରୋଗର କେସ୍ ବି ସବୁଠୁ ଅଧିକ । ... Read More
ପର୍ବପର୍ବାଣୀରେ ତେଲ ଜିନିଷ ଖାଇବା ପଡ଼ୁଛି ମହଙ୍ଗା, ସମାଧାନ ପାଇଁ ଆପଣାନ୍ତୁ ଏହି ଉପାୟ
ସାଧାରଣତଃ ପର୍ବପର୍ବାଣୀରେ ଲୋକମାନେ ମିଠା, ଖଜା, ତେଲରେ ଛଣାଛଣି ଖାଇବା ପ୍ରଚୁର ପରିମାଣରେ ଖାଇଦେଇଥାନ୍ତି । ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଯଥା ବ୍ଲୋଟିଂ, କନଷ୍ଟିପେସନ, ଅବଡୋମିନାଲ ପେନ୍ ଇତ୍ୟାଦି ... Read More
ପରାଗ ଦେଖିଲେ ହେଇପାରେ ଚକ୍ଷୁ କର୍କଟ ଜାଣନ୍ତୁ କେମିତି ?
ଆଜି ଦେଶର ଅଧିକାଂଶ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦେଶ ସାରା ଏହି ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏପରି ସୂର୍ଯ୍ୟ ପରାଗ ... Read More