Friday 26th April 2024
ସରକାରୀ ଚାକିରୀ କରିବାକୁ ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀ କରିବାକୁ ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀ କରିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ । ପୋଷ୍ଟ ବାହାରିଛି MRPL (Mangalore Refinery and Petrochemicals Limited)ରେ । ଆସିଷ୍ଟାଣ୍ଟଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ONGC। ଆଶାୟୀ ପ୍ରାର୍ଥୀମାନେ ONGC MRPLର ଅଫିସିଆଲ୍ ୱେବସାଇଟ୍ https://mrpl.co.in/ କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ https://mrpl.co.in/careers ଏହି ଲିଙ୍କ୍‌କୁ କ୍ଲିକ କରି ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮ଟି ପଦବୀ ପୂରଣ ହେବ । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ୧୫ ଜାନୁଆରୀ ୨୦୨୩ରେ ସରିବ ।Mangalore Refinery and Petrochemicals Limited - Wikipedia

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଅନଲାଇନ୍ ଆବେଦନର ଆରମ୍ଭ ତାରିଖ – ୧୭ ଡିସେମ୍ବର ୨୦୨୨
• ଅନଲାଇନ୍ ଆବେଦନର ଶେଷ ତାରିଖ – ୧୫ ଜାନୁଆରୀ ୨୦୨୩

ଯୋଗ୍ୟତା:

• ପ୍ରାର୍ଥୀମାନଙ୍କର ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।

ଖାଲି ପଦବୀ:

• ମୋଟ ପୋଷ୍ଟ ସଂଖ୍ୟା – ୭୮

ଆବେଦନ ଶୁଳ୍କ:

• ଜେନେରାଲ, EWS ଏବଂ OBC ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ – ୧୧୮ ଟଙ୍କା
• SC / ST / PWBD / Ex-Servicemen ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

CATEGORIES
TAGS
Share This

COMMENTS

Wordpress (0)
Disqus ( )