Thursday 28th March 2024
ଶୀଘ୍ର ଆବେଦନ କରନ୍ତୁ ! MTS ଏବଂ Havaldar ପାଇଁ SSC ରେ ବାହାରିଛି ୧୧,୪୦୯ ଟି ପୋଷ୍ଟ !

ଶୀଘ୍ର ଆବେଦନ କରନ୍ତୁ ! MTS ଏବଂ Havaldar ପାଇଁ SSC ରେ ବାହାରିଛି ୧୧,୪୦୯ ଟି ପୋଷ୍ଟ !

SSC ହେଉଛି Staff Selection Commission । Staff Selection Commission (SSC) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ Staff Selection Commission (SSC) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା ହେବ ତାହା Staff Selection Commission (SSC) ତା CALENDAR ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ତେବେ ଭାରତ ସରକାରଙ୍କ ଅଧିନରେ ଥିବା Staff Selection Commission (SSC) ଏବେ ଦୁଇଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।

ପ୍ରଥମ ପଦବୀ – Multi Tasking (Non-Technical) Staff

ଦ୍ୱିତୀୟ ପଦବୀ – Havaldar ( CBIC & CBN )

ତେବେ ପ୍ରଥମ ପଦବୀ Multi Tasking (Non-Technical) Staff ରେ ଫାଙ୍କା ଅଛି ପାଖାପାଖି ୧୦,୮୮୦ ଟି ପଦବୀ । ଦ୍ୱିତୀୟରେ Havaldar ( CBIC & CBN ) ରେ ପାଖାପାଖି ୫୨୯ ଟି ପଦବୀ ।

SSC  MTS  &  Havaldar Recruitment 2023 Notification – 

ଏହି ଲିଙ୍କ୍‌କୁ ଯାଇ Staff Selection Commission (SSC) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

ଫାଙ୍କା ଥିବା ପୋଷ୍ଟ –

ନିମ୍ନରେ ଥିବା  Official Notification  ରେ  ୧୧,୪୦୯ ଟି ପଦବୀ ବିଷୟରେ ତଥ୍ୟ ଦିଆଯାଇଛି 

ପୁଣିଥରେ ପୋଷ୍ଟ ସଂଖ୍ୟା  ବଢିବା ନେଇ Notification ବାହାରିଛି  –  https://ssc.nic.in/SSCFileServer/PortalManagement/UploadedFiles/Tentative%20_Vacancies_MTS_2022_20012023.pdf

Eligibility criteria ବା ଯୋଗ୍ୟତା – 

Official Notification ଅନୁସାରେ  ମାଟ୍ରିକ ପରୀକ୍ଷାରେ ବା Matriculation examination ପାସ୍ କରିଥିବା ଦରକାର । ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା Official Notification ଟିକୁ ଭଲଭାବେ ପଢନ୍ତୁ ।

ଏହି Link ରେ Click କଲେ ସିଧା ସଳଖ apply କରିପାରିବେ –  https://ssc.nic.in/Registration/Home

ଏହି କଥାଟିକୁ ଧ୍ୟାନ ଦିଅନ୍ତୁ –

 

ବୟସ ସୀମା –  ୧୮ ରୁ  ୨୫ ବର୍ଷ

ବୟସ ସୀମାକୁ ନେଇ ଅଧିକ ତଥ୍ୟ ନିମ୍ନରେ ଦିଆଯାଆଇଛି ।

Examination Fee –

  1. Fee: Rs. 100/
  2. For Women, SC, ST, PwD & ESM: Nil
  3. Payment Mode (Online/ Offline):  SBI Challan/ Net Banking by using Visa, Master Card, Maestro, RuPay Credit/ Debit Card

Official Notification ଟିକୁ  Download  କରିବାପାଇଁ  ନିମ୍ନଲିଖିତ Link  ରେ  Click କରନ୍ତୁ- https://ssc.nic.in/SSCFileServer/PortalManagement/UploadedFiles/notice_mts_18012023.pdf

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )