+୨ ପାସ୍ କରିଥିଲେ ନିଜ ଜିଲ୍ଲାରେ କରିପାରିବେ ସରକାରୀ ଚାକିରୀ ! ଶୀଘ୍ର ଆବେଦନ କରନ୍ତୁ !
ସରକାରୀ ଚାକିରୀ ପାଇଁ ପ୍ରତିଯୋଗୀତା ର ଅଭାବ ନାହିଁ । ଓଡିଶାରେ ଚାକିରୀ ର ଅଭାବ ପାଇଁ ଅନେକ ଲୋକ ବାହାରକୁ ଯାଉଛନ୍ତି । ରାଜ୍ୟରେ କେତେବେଳେ କେମିତି ସରକାରୀ ଚାକିରୀ ବାହାରେ । କିନ୍ତୁ ବହୁତ ଅଳ୍ପ ପୋଷ୍ଟ ବାହାରିଥାଏ । ଓଡିଶାରେ ବାହାରୁଥିବା ଅଧିକାଂଶ ଚାକିରୀରେ ଶିକ୍ଷାଗତ ଯୋଗ୍ୟତା ଅଧିକ ଥାଏ । ତେଣୁ କମ ଶିକ୍ଷାଗତ ଯୋଗ୍ୟତା ଥିବା ଚାକିରୀ ଆଶାୟୀ ମାନଙ୍କ ପାଇଁ ସରକାରୀ ଚାକିରୀ ଏକ ସ୍ୱପ୍ନଥାଏ । ସରକାରୀ ଚାକିରୀରେ ଆସିଛି ବଡ ଭ୍ୟାକେନ୍ସି । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ । ଓଡିଶାରେ ସରକାରୀ ଚାକିରୀ କରିବା ପାଇଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ପଞ୍ଚାୟତ ଏକ୍ସିକୁଟିଭ୍ ଅଫିସର୍ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ୨୨୯୭ ଟି ପଞ୍ଚାୟତ ଏକ୍ସିକୁଟିଭ ଅଫିସର୍ ପୋଷ୍ଟ ଫାଙ୍କା ଅଛି । ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ର ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ଫାଙ୍କା ଅଛି ୨୨୯୭ ଟି ପଞ୍ଚାୟତ ଏକ୍ସିକୁଟିଭ ଅଫିସର୍ ପୋଷ୍ଟ ।
ଆପ୍ଲାଇ କରିବାର ଶେଷ ତାରିଖ – ୨୭ -୦୩ -୨୦୨୩
ଏହି ଲିଙ୍କ୍ ରେ କ୍ଲିକ୍ କଲେ ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ଉପରେ ଅନେକ ତଥ୍ୟ ଜାଣିପାରିବେ –
https://www.osssc.gov.in/Public/OSSSC/Default.aspx
ପଦବୀ ର ନାମ – ପଞ୍ଚାୟତ ଏକ୍ସିକୁଟିଭ୍ ଅଫିସର୍ (ପିଇଓ)
ଚାକିରୀ କରିବାର ସ୍ଥାନ – ଓଡିଶାରେ ବିଭିନ୍ନ ଜିଲ୍ଲାରେ ହେବ ପୋଷ୍ଟିଂ
ଶିକ୍ଷାଗତ ଯୋଗ୍ୟତା –
ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ଦ୍ୱାଦଶ ବା +୨ ପାସ୍ କରିଥିବା ଦରକାର
ଏହି ଲିଙ୍କ୍କୁ ଯାଇ ଆବେଦନ କରିପାରିବେ –
https://www.osssc.gov.in/Public/Pages/Instruction_For_Candidate.aspx?u=n
ମୋଟ ପୋଷ୍ଟ – ୨୨୯୭ ଟି ପୋଷ୍ଟ ଖାଲି ଅଛି
ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ ଏବଂ ସର୍ବାଧିକ ବୟସ ସୀମା- ୩୮ ବର୍ଷ
ଦରମା – ମାସକୁ ୨୧,୭୦୦ ରୁ ୬୯,୧୦୦ ଟଙ୍କା ଯାଏଁ ରହିବ
ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –
https://www.osssc.gov.in/Public/Pages/Advertisements.aspx
JOB UPDATE ରହିବାପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।