Thursday 25th April 2024
ନର୍ସିଂ ଅଫିସର୍ ପାଇିଁ OSSSC ରେ ବାହାରିଛି ବିଜ୍ଞପ୍ତି !

ନର୍ସିଂ ଅଫିସର୍ ପାଇିଁ OSSSC ରେ ବାହାରିଛି ବିଜ୍ଞପ୍ତି !

ନୁଆଁ ବର୍ଷରେ ସରକାରୀ ଚାକିରିରେ  ଆସିଛି ବଡ ଭ୍ୟାକେନ୍ସି । ଚାକିରି ର ନୁଆଁ ସୁଯୋଗ ନେଇ ଆସିଛି OSSSC । ନର୍ସିଂ ଅଫିସର୍ ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ର ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ନର୍ସିଂ ଅଫିସର୍ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ୭୪୮୩ ଟି ନର୍ସିଂ ଅଫିସର୍ ପୋଷ୍ଟ ଫାଙ୍କା ଅଛି । ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ର ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ଫାଙ୍କା ଅଛି ୭୪୮୩ ଟି ନର୍ସିଂ ଅଫିସର୍ ପୋଷ୍ଟ ।

ଆଶାୟୀ ପ୍ରାର୍ଥୀମାନେ OSSSC ର ଅଫିିସିଆଲ ୱେବସାଇଟ୍  https://www.osssc.gov.in/Public/OSSSC/Default.aspx କୁ ଯାଇ ଅଫିସିଆଲ୍ ନୋଟିସ୍ ଟି କୁ ପଢିପାରିବେ ।

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ – https://www.osssc.gov.in/Public/Pages/Login.aspx

ମୋଟ ପୋଷ୍ଟ – ୭୪୮୩ ଟି ପୋଷ୍ଟ ଖାଲି ଅଛି  

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ  ଏବଂ  ସର୍ବାଧିକ ବୟସ ସୀମା-୩୮ ବର୍ଷ

ଦରମା ଓ ଭତ୍ତା – ମାସକୁ ୨୯,୨୦୦ – ୯୨,୩୦୦ ଟଙ୍କା

ଯୋଗ୍ୟତା – ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ନର୍ସିଂ ବିଭାଗରେ ଅନୁଶାସନ ସହିତ ଡିଗ୍ରୀ ହାସଲ କରିଥିବା ଦରକାର

ଆବେଦନ ଶୁଳ୍କ – ୨୭-୦୧-୨୦୨୩ ତାରିଖରେ ଫର୍ମ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେଲାପରେ ଜଣାପଡିବ । ଅଧିକ ଜାଣିବା ପାଇିଁ OSSSC ଓ୍ୱେବସାଇଟ୍‌କୁ ଭିଜିଟ୍ କରନ୍ତୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )