Thursday 25th April 2024
୧୯୭ ଟି ଡେଣ୍ଟାଲ୍ ସର୍ଜନ୍ ପଦବୀ ପାଇଁ ଓଡିଶା ଲୋକ ସେବା ଆୟୋଗ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

୧୯୭ ଟି ଡେଣ୍ଟାଲ୍ ସର୍ଜନ୍ ପଦବୀ ପାଇଁ ଓଡିଶା ଲୋକ ସେବା ଆୟୋଗ ବାହାରକରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

ଡେଣ୍ଟାଲ୍ ସର୍ଜନ ହେବା ପାଇଁ ଆସିଛି ଖୁସି ଖବର । ଓଡିଶା ସରକାରଙ୍କ ଅଧିନରେ ବାହାରିଛି ସରକାରୀ ଚାକିରୀ । ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଭିନ୍ନ ବିଭାଗରେ ବିଭିନ୍ନ ଧରଣ ର ବିଜ୍ଞପ୍ତି ବାହାର କରେ । ବିଭିନ୍ନ ସ୍ତରର ଚାକିରୀ ପାଇଁ ମଧ୍ୟ ଓଡିଶା ଲୋକ ସେବା ଆୟୋଗ ବା ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ ବିଜ୍ଞପ୍ତି ବାହାର କରେ । ଓଡିଶାରେ ବିଭିିନ୍ନ ଗ୍ରୁପ୍ ରେ ଅନେକ ସରକାରୀ କର୍ମଚାରୀ କାମ କରନ୍ତି । ସେଥିପାଇଁ ବିଭିନ୍ନ ବର୍ଗରେ ଓପିଏସି ବା ଓଡିଶା ଲୋକ ସେବା ଆୟୋଗ ଅନେକ ସମୟରେ ବିଜ୍ଞପ୍ତି ବାହାର କରେ । ବର୍ତ୍ତମାନ “ ଗ୍ରୁପ୍ ଏ ” ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଓଡିଶା ପବ୍ଲିକ୍ ସର୍ଭିସ କମିସନ୍ । ୧୯୭ ଟି ଡେଣ୍ଟାଲ୍ ସର୍ଜନ୍ ପଦବୀ ପାଇଁ ଓଡିଶା ଲୋକ ସେବା ଆୟୋଗ ବାହରକରିଛି ବିଜ୍ଞପ୍ତି ।

 

ଆବେଦନ କରିବାର ଶେଷ ତାରିଖ – ୨୯ – ୦୫ – ୨୦୨୩

OPSC released a vacancy notification for Dental Surgeon

 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ –

ଡେଣ୍ଟାଲ୍ ସର୍ଜନ୍

 

ମୋଟ୍ ପଦବୀ ସଂଖ୍ୟା – ୧୯୭ ଟି ପୋଷ୍ଟ୍

OPSC released a vacancy notification for Dental Surgeon

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ଲୋକ ସେବା ଆୟୋଗ ବା ଓପିଏସି ବିଷୟରେ ଅନେକ ତଥ୍ୟ ପାଇପାରିବେ  – 
https://www.opsc.gov.in/Public/OPSC/Default.aspx

OPSC released a vacancy notification for Dental Surgeon

ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା –

OPSC released a vacancy notification for Dental Surgeon

 

 

(ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିପାରିବେ )

 

ବୟସ ସୀମା –

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୮ ବର୍ଷ

OPSC released a vacancy notification for Dental Surgeon

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

OPSC released a vacancy notification for Dental Surgeon

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://opscrecruitment.in/#/auth/home?flag=true

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ –

https://opsc.s3.ap-south-1.amazonaws.com/dev/Advertisement/AdvertisementDocument/08db4735-de09-431b-8e83-8f1ac8656508/638182068887074487_022324.pdf?X-Amz-Expires=604800&X-Amz-Algorithm=AWS4-HMAC-SHA256&X-Amz-Credential=AKIAXR6R4BEDN5WDDDTW/20230429/ap-south-1/s3/aws4_request&X-Amz-Date=20230429T091805Z&X-Amz-SignedHeaders=host&X-Amz-Signature=80f78f2f94ec6870d966c30c2790742776fd00eeddd1585c64c9f716776b5c7c

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )