Thursday 28th March 2024
ନୂଆଁ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା ! ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ବାହାରିଛି ବିଜ୍ଞପ୍ତି !

ନୂଆଁ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା ! ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ବାହାରିଛି ବିଜ୍ଞପ୍ତି !

ବିଭିନ୍ନ ବିଭାଗରେ ପୋଷ୍ଟ୍ ଗ୍ରାଜୁଏସନ୍ ବା ସ୍ନାତକୋତ୍ତର କରିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଛି ବଡଧରଣ ର ବିଜ୍ଞପ୍ତି । ଓଡିଶା ର ବିଶ୍ୱବିଦ୍ୟାଳୟ ଗୁଡିକରେ ପୋଷ୍ଟ୍ ଗ୍ରାଜୁଏସନ୍ କରିବାପାଇଁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ର ବାହାରିଛି ବିଜ୍ଞପ୍ତି । ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।  ମେ’ ମାସ ୧ ତାରିଖ ରୁ ୧୦ ତାରିଖ ମଧ୍ୟରେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ମାସ  ୨୩ ତାରିଖ ରୁ ଜୁଲାଇ ମାସ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ । ହଲ ଟିକେଟ୍ ଜୁନ୍ ମାସ ୯ ତାରିଖ ଅପରାହ୍ନ ୨ ଟା ପରେ ଅଫିସିଆଲ ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ ଛାତ୍ରାଛାତ୍ରୀ । ସେହିପରି ଆବେଦନ ବେଳେ ଯଦି ଆପ୍ଲିକେସନରେ ତ୍ରୁଟି ରହିଯାଇଥାଏ ତେବେ ମେ’ ମାସ ୧୧ ତାରିଖ ଓ ୧୨ ତାରିଖରେ ଏଡିଟ୍ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Common PG Entrance Test (CPET-2023) Notification Out

ଅଧିକ ଜାଣିବା ପାଇଁ ସାମସ୍ ର ଓ୍ୱେବସାଇଟ୍ କୁ Visit କରନ୍ତୁ –

https://pg.samsodisha.gov.in/

Common PG Entrance Test (CPET-2023) Notification Out

ଯୋଗ୍ୟତା –

୧) ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା –

୧) ପିଜି ନାମଲେଖା ପାଇଁ ପ୍ରଥମେ ଏକକ ପ୍ରବେଶିକା ପରୀକ୍ଷା ହେବ ।

୨) ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ମେରିଟ ଲିଷ୍ଟରେ ବାହାର କରାଯିବ ।

୩) ମେରିଟ ଲିଷ୍ଟ ଆଧାରରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଏବଂ କଲେଜରେ ନାମଲେଖା ହେବ ।

କେମିତି କରିବେ ଆବେଦନ –

୧) ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର (ସାମ୍ସ) ୱେବସାଇଟ  କୁ ଯାଆନ୍ତୁ ।

୨) ୱେବସାଇଟ ଭିତରେ ‘ରେଜିଷ୍ଟ୍ରେସନ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପେଟ୍) ୨୦୨୩-୨୦୨୪ ଅପ୍ସନକୁ କ୍ଲିକ କରନ୍ତୁ ।

୩) ନିଜର ଫୋନ ନମ୍ବର ଓ ଇ-ମେଲ ଆଇଡି ଦେଇ ରେଜିଷ୍ଟ୍ରେସନ କରନ୍ତୁ ।

୪) ଏହାପରେ ସେଠାରେ ଲଗ୍ ଇନ୍ କରି ଫର୍ମ ପୂରଣ କରନ୍ତୁ ।

୫) ପରୀକ୍ଷା ଦେବା ପାଇଁ ନିଜ ପାଖ ସହରକୁ ବାଛନ୍ତୁ ।

୬) ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ ।

 

ମେ ମାସ ତାରିଖ ରୁ ୧୦ ତାରିଖ ମଧ୍ୟରେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Common PG Entrance Test (CPET-2023) & PG Admission

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )