ବିନା ପରୀକ୍ଷାରେ Odisha Mining Corporation Limited (OMC) ରେ ଚାକିରୀ କରିବାର ସୁଯୋଗ !
ଖଣିଜ ସମ୍ପଦ ଦୃଷ୍ଟିରୁ ଓଡିଶା ଭାରତର ସବୁଠାରୁ ଧନୀ ରାଜ୍ୟ ଅଟେ । ଅନୁସନ୍ଧାନ କରିବା , ଉତ୍ତୋଳନ ତଥା ମୂଲ୍ୟ ଯୋଗାଡ଼ ମାଧ୍ୟମରେ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ୧୬ ତାରିଖ ମେ ମାସ ୧୯୫୬ ମସିହାରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା । ତେବେ ବର୍ତ୍ତମାନ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ରେ ବହାରିଛି ଚାକିରୀ କରିବାର ସୁଯୋଗ । ଏହି ଚାକିରୀଟି କରିବା ପାଇଁ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । କାହିଁକିନା ଏହି ଚାକିରୀରେ ଚୟନ ପ୍ରକ୍ରିୟା କେବଳ Walk in Interview ଜରିଆରେ ହେବ ।
ଏହି ଲିଙ୍କ୍କୁ ଯାଇ Odisha Mining Corporation Limited (OMC) ବିଷୟରେ ଅନେକ ତଥ୍ୟ ପାଇପାରିବେ – https://omcltd.in/
Sensitisation session for employees & workers on “preparation of hazard management plan (drilling & blasting)” held at Gandhamardan mines. The expert discussed in detail how the plan involved in drilling and blasting process prevents occupational injuries. #MiningHappiness pic.twitter.com/PW7hBmPiVA
— Odisha Mining Corporation (@odisha_mining) February 2, 2023
ଏହି ଚାକିରୀରେ Walk in Interview ଜରିଆରେ ଚୟନହେବ । ତେଣୁ ଠିକ୍ ସମୟରେ notification ରେ ଦିଆଯାଇଥିବା ସ୍ଥାନରେ ପହଞ୍ଚିବାକୁ ପଡିବ ।
କେଉଁ ପୋଷ୍ଟ ପାଇଁ କଣ ଆବଶ୍ୟକତା ଅଛି , ନିମ୍ନରେ ଦିଆଯାଇଥିବା photo ରେ ଦେଖିପାରିବେ –
ମୋଟ ପୋଷ୍ଟ – ୮୧ ଟି ପୋଷ୍ଟ
ବୟସ ସୀମା – ବିଭିନ୍ନ ବର୍ଗ ର ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଏବଂ eligibility criteria ଅଲଗା ଅଛି ।
Interview ର ସ୍ଥାନ –
Bio-data (to be filled by the candidate before walk-in-interview) –
ଫର୍ମଟିକୁ Download କରିବାପାଇଁ ନିମ୍ନଲିଖିତ Link ରେ Click କରନ୍ତୁ-
https://omcltd.in/Upload/career_post/cdc7821c0fca40268e80caac1fed5e65_20230121073632159.pdf