Thursday 25th April 2024
ବିନା ପରୀକ୍ଷାରେ Odisha Mining Corporation Limited (OMC) ରେ ଚାକିରୀ କରିବାର ସୁଯୋଗ !

ବିନା ପରୀକ୍ଷାରେ Odisha Mining Corporation Limited (OMC) ରେ ଚାକିରୀ କରିବାର ସୁଯୋଗ !

ଖଣିଜ ସମ୍ପଦ ଦୃଷ୍ଟିରୁ ଓଡିଶା ଭାରତର ସବୁଠାରୁ ଧନୀ ରାଜ୍ୟ ଅଟେ । ଅନୁସନ୍ଧାନ କରିବା , ଉତ୍ତୋଳନ ତଥା ମୂଲ୍ୟ ଯୋଗାଡ଼ ମାଧ୍ୟମରେ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ୧୬ ତାରିଖ ମେ ମାସ ୧୯୫୬ ମସିହାରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା । ତେବେ ବର୍ତ୍ତମାନ ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC) ରେ ବହାରିଛି ଚାକିରୀ କରିବାର ସୁଯୋଗ । ଏହି ଚାକିରୀଟି କରିବା ପାଇଁ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । କାହିଁକିନା ଏହି ଚାକିରୀରେ ଚୟନ ପ୍ରକ୍ରିୟା କେବଳ Walk in Interview ଜରିଆରେ ହେବ ।

ଏହି ଲିଙ୍କ୍‌କୁ ଯାଇ Odisha Mining Corporation Limited (OMC) ବିଷୟରେ ଅନେକ ତଥ୍ୟ ପାଇପାରିବେ  –  https://omcltd.in/ 

ଏହି ଚାକିରୀରେ  Walk in Interview  ଜରିଆରେ ଚୟନହେବ । ତେଣୁ ଠିକ୍ ସମୟରେ notification ରେ ଦିଆଯାଇଥିବା ସ୍ଥାନରେ ପହଞ୍ଚିବାକୁ ପଡିବ । 

କେଉଁ ପୋଷ୍ଟ ପାଇଁ କଣ ଆବଶ୍ୟକତା ଅଛି , ନିମ୍ନରେ ଦିଆଯାଇଥିବା photo ରେ ଦେଖିପାରିବେ –

ମୋଟ ପୋଷ୍ଟ – ୮୧ ଟି ପୋଷ୍ଟ 

ବୟସ ସୀମା – ବିଭିନ୍ନ ବର୍ଗ ର ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଏବଂ eligibility criteria ଅଲଗା ଅଛି । 

Interview ର ସ୍ଥାନ –

Bio-data (to be filled by the candidate before walk-in-interview) –

ଫର୍ମଟିକୁ  Download  କରିବାପାଇଁ  ନିମ୍ନଲିଖିତ Link  ରେ  Click କରନ୍ତୁ-

https://omcltd.in/Upload/career_post/cdc7821c0fca40268e80caac1fed5e65_20230121073632159.pdf

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )