Thursday 28th March 2024
LIC ରେ 1049 ଟି ADO ପୋଷ୍ଟ ପାଇିଁ ବାହାରିଛି ବିଜ୍ଞପ୍ତି !

LIC ରେ 1049 ଟି ADO ପୋଷ୍ଟ ପାଇିଁ ବାହାରିଛି ବିଜ୍ଞପ୍ତି !

ଜୀବନ ବୀମା ବା ଲାଇଫ୍ ଇନ୍ସୁରାନ୍ସ ବିଷୟରେ ଟିକେ ଅଧେ ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି । ସରକାରୀ ଚାକିରିଆ ହେଉ କିମ୍ୱା ବେସରକାରୀ ଚାକିରିଆ ସମସ୍ତେ କିଛି ନା କିଛି ଲାଇଫ୍ ଇନ୍ସୁରାନ୍ସ କରିଥାନ୍ତି । ଲାଇଫ୍ ଇନ୍ସୁରାନ୍ସ ମଧ୍ୟରେ LIC କୁ କିଏ ବା ନଜାଣେ । ଅନେକ ବ୍ୟକ୍ତି ଲାଇଫ୍ ଇନ୍ସୁରାନ୍ସ କରିବା ପାଇିଁ (LIC)ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ନିକଟରେ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ର AAO ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ ପୁଣି (LIC) ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ର ୧୦୪୯ ଟି ADO ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆପ୍ରେଣ୍ଟିସ୍ ଡେଭଲପମେଣ୍ଟ ଅଫିସର ପଦବୀ ପାଇିଁ ବିଜ୍ଞପ୍ତି ପ୍ରକାଶ କରିଛି (LIC) ।

ଆଶାୟୀ ପ୍ରାର୍ଥୀମାନେ LIC ର ଅଫିିସିଆଲ ୱେବସାଇଟ୍  https://licindia.in/ କୁ ଯାଇ ଅଫିସିଆଲ୍ ନୋଟିସ୍ ଟି କୁ ପଢିପାରିବେ ।

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ – https://ibpsonline.ibps.in/licadojan23/basic_details.php 

ମୋଟ ପୋଷ୍ଟ – ୧୦୪୯ ଟି ପୋଷ୍ଟ ଖାଲି ଅଛି  

ବୟସ ସୀମା – ସର୍ବନିମ୍ନ ବୟସ ସୀମା- ୨୧ବର୍ଷ  ଏବଂ  ସର୍ବାଧିକ ବୟସ ସୀମା-୩୦ ବର୍ଷ

ଦରମା ଓ ଭତ୍ତା – ମାସକୁ ୫୧,୫୦୦ ଟଙ୍କା

ଯୋଗ୍ୟତା – ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ଅନୁଶାସନ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦରକାର 

ଆବେଦନ ଶୁଳ୍କ – SC/ST ପ୍ରାର୍ଥୀ ପାଇିଁ :  ୧୦୦/- ଟଙ୍କା (inclusive of GST)+ Transaction Charges
(General candidates) ସମସ୍ତ ପ୍ରାର୍ଥୀ ପାଇିଁ : ୭୫୦/- ଟଙ୍କା +(inclusive of GST) + Transaction Charges
Payment Mode: Through Debit Cards (RuPay/Visa/MasterCard/Maestro), Credit Cards, UPI, Internet Banking, IMPS, Cash Cards/ Mobile Wallets )

CATEGORIES
TAGS
Share This

COMMENTS

Wordpress (0)
Disqus (0 )