Sunday 28th April 2024
କେନ୍ଦ୍ର ଲୋକସେବା ଆୟୋଗରେ ବିଭିନ୍ନ ପଦବୀରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

କେନ୍ଦ୍ର ଲୋକସେବା ଆୟୋଗରେ ବିଭିନ୍ନ ପଦବୀରେ ବାହାରିଛି ବିଜ୍ଞପ୍ତି ! ଶୀଘ୍ର ଆବେଦନ କରନ୍ତୁ !

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ ଭାରତର ସର୍ବୋଚ୍ଚ ସ୍ତରୀୟ ଅନେକ ପରୀକ୍ଷା । ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍ ଆଣିଛି ବଡଧରଣ ର ବିଜ୍ଞପ୍ତି । ୟୁପିଏସ୍‌ସି ବିଜ୍ଞପ୍ତିରେ ପ୍ରକାଶ କରିଛି  ନିଯୁକ୍ତି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୦-୦୮-୨୦୨୩ । 

ଆବେଦନ କରିବାର ଶେଷ ତାରିଖ – ୧୦-୦୮-୨୦୨୩

ପଦବୀ – 

  • ଏରୋନୋଟିକାଲ୍ ଅଫିସର
  • ପ୍ରିନସିପାଲ୍ ସିଭିଲ୍ ହାଇଡ୍ରୋଗ୍ରାଫିକ୍ ଅଫିସ୍
  • ସିନିୟର ଆଡମିନିଷ୍ଟ୍ରେଟିଭ୍ ଅଫିସର
  • ସାଇଣ୍ଟିଷ୍ଟ୍ ବି
  • ଆସିଷ୍ଟାଣ୍ଡ୍ ଜିଓ ଫିଜିସିଷ୍ଟ୍

ଏହି ଲିଙ୍କ୍‌କୁ ଯାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

 https://upsc.gov.in/

UPSC NDA & NA II Recruitment 2023 ! 10 /+ 2 Can Apply !

 

ଶିକ୍ଷାଗତ ଯୋଗ୍ୟତା – 

 

 

ବୟସ ସୀମା – 

 

ଅଧିକ ଜାଣିବା ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଦେଖନ୍ତୁ ।

ପରୀକ୍ଷାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ –

 

 

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

UPSC NDA & NA II Recruitment 2023 ! 10 /+ 2 Can Apply !

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍  ପ୍ରାର୍ଥି ପାଇଁ – ୨୫ ଟଙ୍କା

ଏସସି କିମ୍ୱା ଏସଟି  କିମ୍ବା ଏକ୍ସ ସର୍ଭିସ୍ ମ୍ୟାନ୍ ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

 

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

UPSC Aeronautical Officer, Principal Civil Hydrographic Officer, Senior Administrative Officer Grade-II & Other Vacancy ( Apply )

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

Click Here (Apply)

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )