Wednesday 24th April 2024
ସେଣ୍ଟ୍ରାଲ୍ ବ୍ୟୁରୋ  ଅଫ୍ ନାର୍କୋଟିକ୍ସ ଡିପାର୍ଟମେଣ୍ଟରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ଡିପାର୍ଟମେଣ୍ଟରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ଭାରତ ସରକାରଙ୍କ ଅଧିନ ଏକ ବିଭାଗ । ଏହି ବିଭାଗ ନାର୍କୋଟିକ୍ସ କଣ୍ଟ୍ରୋଲ୍ କରିବା ପାଇଁ କାର୍ଯ୍ୟକରେ । ଏସଏସସି ହେଉଛି ଷ୍ଟାପ୍ ସିଲେକସନ୍ କମିସନ୍ । ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ଅନେକ ଥର ଅନେକ ଚାକିରୀ ପାଇଁ ବାହାରିଛି ବିଜ୍ଞପ୍ତି । ପ୍ରତିବର୍ଷ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ବିଭିନ୍ନ ପଦବୀ ପାଇଁ ଚାକିରୀ ବାହାରେ । କେବେ କେଉଁ ପରୀକ୍ଷା କେବେ ହେବ ତାହା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ତା କ୍ୟାଲେଣ୍ଡର ରେ ଦେଇଥାଏ । ପରିସ୍ଥିତିକୁ ନେଇ ପରୀକ୍ଷାର ସମୟ ସୀମାରେ ଆଗ ପଛ ହେଇପାରେ । ଭାରତ ସରକାରଙ୍କ ଅଧିନରେ ଥିବା ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ଏବେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ର ଇନ୍ସପେକ୍ଟର୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ।

ଆବେଦନ କରିବାର ଶେଷ ତାରିଖ – ୦୩ – ୦୫ – ୨୦୨୩

ଏହି ପଦବୀ ର କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ –

SSC has announced the recruitment of Inspector

 

ପଦବୀଇନ୍ସପେକ୍ଟର୍

ଏହା ଏକ “ ଗ୍ରୁପ୍ ବି ” ପୋଷ୍ଟ୍

SSC has announced the recruitment of Inspector

ଦରମା – ୪୪,୯୦୦ ଟଙ୍କା  ରୁ  ୧,୪୨,୪୦୦ ଟଙ୍କା  ପର୍ଯ୍ୟନ୍ତ ରହିବ ।

SSC has announced the recruitment of Inspector

ତେବେ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ରେ ପାଖାପାଖି  ୭,୫୦୦  ଟି ପୋଷ୍ଟ୍  ପାଇଁ ବାହାରିଛି ବିଜ୍ଞପ୍ତି ।

 

ଏହି ଲିଙ୍କ୍‌କୁ ଯାଇ ଷ୍ଟାପ୍ ସିଲେକସନ୍ କମିସନ୍ (ଏସଏସସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://ssc.nic.in/

ଏହି ଲିଙ୍କ୍‌କୁ ଯାଇ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ବିଷୟରେ ଅନେକ ତଥ୍ୟ ପାଇପାରିବେ  –

https://cbn.nic.in/en/home/

SSC has announced the recruitment of Inspector

ଶିକ୍ଷାଗତ ଯୋଗ୍ୟତା – 

୧) ଯେକୌଣସି ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ରୁ ସ୍ନାତକ ବା +୩ ପାସ୍ କରିଥିବା ଦରକାର ।

SSC has announced the recruitment of Inspector

 ବୟସ ସୀମା – 

ସର୍ବନିମ୍ନ – ୧୮ ବର୍ଷ

ସର୍ବାଧିକ – ୩୦ ବର୍ଷ

 

କେଉଁ ବିଭାଗରେ ହେବ ପୋଷ୍ଟିଂ –

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ନାର୍କୋଟିକ୍ସ (ଭାରତ ସରକାର)

 

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ssc.nic.in/SSCFileServer/PortalManagement/UploadedFiles/notice_CGLE_03042023.pdf

ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ –

https://ssc.nic.in/Registration/Home

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    Chitranjalipalai 1 year

    Graduate

  • comment-avatar
  • Disqus (0 )