Wednesday 24th April 2024
+୨ କିମ୍ବା +୩ ପାସ୍ କରିଥିଲେ ରିଲାଏନ୍ସ ଜୁଏଲାରୀରେ କରିପାରିବେ ଚାକିରୀ ! ରିଲାଏନ୍ସ ବାହାରକରିଛି ଏହି ବିଜ୍ଞପ୍ତି !

+୨ କିମ୍ବା +୩ ପାସ୍ କରିଥିଲେ ରିଲାଏନ୍ସ ଜୁଏଲାରୀରେ କରିପାରିବେ ଚାକିରୀ ! ରିଲାଏନ୍ସ ବାହାରକରିଛି ଏହି ବିଜ୍ଞପ୍ତି !

ଭାରତରେ ରିଲାଏନ୍ସ ଏକ ଜଣାଶୁଣା ବଡ ବ୍ରାଣ୍ଡ୍ । ରିଲାଏନ୍ସ କମ୍ପାନୀ ରେ ଅନେକ ବ୍ରାଞ୍ଚ ରହିଛି । ତେବେ ରିଲାଏନ୍ସ କମ୍ପାନୀ ତାର ଟେଲିକମ୍ ସର୍ଭିସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏଇ କିଛି ବର୍ଷହେବ ରିଲାଏନ୍ସ ତାର ଜୁଏଲାରି ଖୋଲିଛି । ରିଲାଏନ୍ସ ଜୁଏଲସ୍ ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ରିଲାଏନ୍ସ ଜୁଏଲସ୍ ହେଉଛି ରିଲାଏନ୍ସ ରିଟେଲର ଏକ ଅଂଶ, ଯାହା ‘ଭାରତର ଶ୍ରେଷ୍ଠ ୧୦ଟି ବିଶ୍ୱସ୍ତ  ବ୍ରାଣ୍ଡ ମଧ୍ୟରେ ଅଛି ।ରିଲାଏନ୍ସ ଜୁଏଲସ୍ ସୁନା, ହୀରା, ରୂପା ଏବଂ ପ୍ଲାଟିନମ୍ ଜୁଏଲାରୀ ର ବ୍ୟବସାୟ କରିଥାଏ । ରିଲାଏନ୍ସ ଜୁଏଲସ୍ ର ଫ୍ଲାଗସିପ୍ ଶୋ’ରୁମ୍ ଏବଂ ଦୋକାନ-ଇନ୍-ଦୋକାନଗୁଡିକର ମାଲିକାନା ଅଟେ । ରିଲାଏନ୍ସ ଜୁଏଲସ୍ ଏକମାତ୍ର ଲକ୍ଷ୍ୟ ହେଉଛି  ଗ୍ରାହକମାନଙ୍କୁ  ଅଳଙ୍କାର ଦ୍ୱାରା ଏକ ସୁନ୍ଦର ଅଭିଜ୍ଞତା ପ୍ରଦାନ କରି ଆନନ୍ଦିତ କରିବା । ଓଡିଶାରେ ଅନେକ ଗୁଡିଏ ରିଲାଏନ୍ସ ଜୁଏଲସ୍ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ବିଭିନ୍ନ ବିଭାଗରେ କାମ କରୁଛନ୍ତି । ବର୍ତ୍ତମାନ ରିଲାଏନ୍ସ ଜୁଏଲସ୍ ରେ କମର୍ସିଆଲ୍ ଅଫିସର ପାଇଁ ବାହାରିଛି ବିଜ୍ଞପ୍ତି । ରାଉରକେଲାରେ ହେବ ପୋଷ୍ଟିଂ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ –  କମର୍ସିଆଲ୍ ଅଫିସର

 

ଚାକିରୀ କରିବାର ସ୍ଥାନ –  ରିଲାଏନ୍ସ  ଜୁଏଲସ୍ ( ରାଉରକେଲା )

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ରିଲାଏନ୍ସ ଜୁଏଲସ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.reliancejewels.com/s/about-us

Reliance Jewels has a job vacancy for Commercial Officer

ଶିକ୍ଷାଗତ ଯୋଗ୍ୟତା –

୧) +୨ ପାସ୍ କରିଥିବା ଦରକାର ।

କିମ୍ବା

୨) ଗ୍ରାଜୁଏଟ୍ ହୋଇଥିବା ଦରକାର ବା ସ୍ନାତକ ପାସ୍ କରିଥିଲେ ଅଗ୍ରାଧିକାର ପାଇବେ ।

ଅଭିଜ୍ଞତା – 

୩ ରୁ ୬ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

ଆବଶ୍ୟକ ଥିବା ଦକ୍ଷତା – 

୧) ମ୍ୟାନେଜମେଣ୍ଟ୍ ରିପୋର୍ଟିଂ ବା ପରିଚାଳନା ରିପୋର୍ଟ

୨) ଫାଇନାନ୍ସସିଆଲ୍ ଟ୍ରାଞ୍ଜେକସନ୍ ବା ଆର୍ଥିକ କାରବାର

୩) ଆଟେନସନ୍ ଟୁ ଡିଟେଲ୍

୪) ଡାଟା ଗେଦରିଂ ବା ଡାଟା ସଂଗ୍ରହ

ଚାକିରୀରେ କଣ ରହିବ ଦାଇତ୍ୱ –

୧) ଟଙ୍କା ଦେୟ ବା ଟଙ୍କା ଗ୍ରହଣ ଯୋଗ୍ୟ କାର୍ଯ୍ୟକଳାପଗୁଡିକୁ ପରିଚାଳନା କରିବା ।

୨) ଡେବିଟ୍, କ୍ରେଡିଟ୍, ଫାଇନାଲ୍ ଆକାଉଣ୍ଟ ର ବ୍ୟାଙ୍କ୍ ଜ୍ଞାନ ପାଇଁ ଦାୟୀ ରହିବା ।

୩) ଲାଭ ଏବଂ କ୍ଷତି କୁ ବାଲାନ୍ସ ସିଟ୍ ସହିତ ସଂଯୋଗ କରିବା । ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଗୁଡିକୁ ଲକ୍ଷ୍ୟ ରଖିବା ।

୪) ଏସଏପି ରେ ଇନଭଏସ୍ ବୃଦ୍ଧି କରିବା ।

୫) ଏମ ଆଇ ଏସ୍ ରିପୋର୍ଟିଂ 

 

 

ଅଧିକ ଜାଣିବା ପାଇଁ ରିଲାଏନ୍ସ ଟ୍ରେଣ୍ଡସ୍ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://rb.gy/aqqy8

 

ବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/klj9i

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (5)
  • comment-avatar
    Sarojini Behera 1 year

    Mu +2pass karichi

  • comment-avatar
    Laxmidhar sihg 1 year

    10 +2 +3

  • comment-avatar
    Arar pattanayak 1 year

    Nice

  • comment-avatar
    Bibekananda Rath 1 year

    Mu+3Degree Pass Karichhi.

  • comment-avatar
    Lizarani singh 1 year

    Good job

  • Disqus (0 )