Friday 29th March 2024
ଏମିତି କରିପାରିବେ ଟଙ୍କା ବିନିଯୋଗ,ମିଳିବ ଭରପୁର ଫାଈଦା…

ଏମିତି କରିପାରିବେ ଟଙ୍କା ବିନିଯୋଗ,ମିଳିବ ଭରପୁର ଫାଈଦା…

() ଟଙ୍କା ସଞ୍ଚୟ କରି ରଖିବାକୁ ବା ବିନିଯୋଗ କରିବାକୁ ଆମେ ସବୁବେଳେ ଚାହାଁନ୍ତି । ଗୋଟିଏ ଏମିତି ଯାଗାରେ ଆମେ ସଞ୍ଚୟ କରିଥିବା ରାଶିକୁ ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠାରୁ ଆମକୁ returnରେ ଅଧିକ ଟଙ୍କା ମିଳୁଥିବ । ହେଲେ ଏଠି ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଦେବାକୁ ଚାହୁଁଛୁ, ଯଦି ଆପଣ ପାରମ୍ପରିକ ଭାବେ FD ବା PPFରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରୁଛନ୍ତି, ତେବେ ଆପଣଙ୍କୁ ସମାନ returnରେ ଟଙ୍କା ମିଳିଥାଏ । ଏହିଭଳି ପରିସ୍ଥିତିରେ ଆପଣ ଏପରି ଯାଗାରେ ବିନିଯୋଗ କରିବା ଉଚିତ ଯେଉଁଠାରୁ ଆପଣ ଅଧିକ return ପାଇପାରିବେ ।FD or PPF Which is the best investment option

କେଉଁଠି କରିବେ ଉପଯୁକ୍ତ ବିନିଯୋଗ:

ଆପଣ SIP ମାଧ୍ୟମରେ  ମୁ୍ୟଚୁଆଲ ଫଣ୍ଡରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । କିନ୍ତୁ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲଭାବରେ ଯାଞ୍ଚ କରିନେବା ଉଚିତ୍ । ଆପଣଙ୍କୁ ଏଭଳି schemesରେ ଆପଣଙ୍କ ଟଙ୍କାକୁ ବିନିଯୋଗ କରିବାକୁ ପଡ଼ିବ ଯେଉଁଠି ଆପଣଙ୍କ ସଞ୍ଚୟ ରାଶିକୁ ବିନିଯୋଗ କରିବା ପ୍ରତିବଦଳରେ ଭଲ ପରିମାଣର return ମିଳିପାରୁଥିବ । ଠିକ୍ ସେହିଭଳି ଯଦି ଆପଣ କୌଣସି ଷ୍ଟକ୍ ମାର୍କେଟିଙ୍ଗରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ।How Does the Stock Market Work? Understanding the Basicsତେବେ ସେହି କମ୍ପାନୀ ବା ବ୍ରାଣ୍ଡର ବ୍ୟବସାୟ ସମ୍ବନ୍ଧରେ ପ୍ରଥମେ ଭଲ ଭାବରେ ଜାଣିବା ପରେ ହିଁ ବିନିଯୋଗ କରନ୍ତୁ ଏବଂ ସେହି କମ୍ପାନୀ return କରୁଥିବା ଡାଟା ଉପରେ ନଜର ପକାନ୍ତୁ । ଠିକ୍ ସମୟ ଓ ନିୟମିତ ଭାବେ ବିନିଯୋଗ କରନ୍ତୁ । ଯଦି ଆପଣ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ଆପଣଙ୍କର ମନେ ରଖିବା ଉଚିତ ଯେଉଁ ହାରରେ ମୁଦ୍ରାସ୍ଫୀତି ବଢ଼ୁଛି, ତା’ଅନୁସାରେ ଆପଣ ବିନିଯୋଗ କରିଥିବା ରାଶି ସମାନ କିମ୍ବା ତା’ଠାରୁ ଅଧିକ return ଦେବା ଉଚିତ୍ । ଆପଣ ଯେତେ ଶୀଘ୍ର ବିନିଯୋଗ ଆରମ୍ଭ କରିବେ ସେତେ ଅଧିକ return ପାଇବେ । ଏହି ଉପାୟରେ ଆପଣ ପାଣ୍ଠି ସଂଗ୍ରହ କରି ଆର୍ଥିକ ଦୃଷ୍ଟିରୁ ଫିଟ୍ ରହିପାରିବେ ।10 Best Long Term Investment Plans In India 2022 To Get High Returnsସାଧାରଣ ଲୋକଙ୍କର ସବୁ ବେଳେ ଗୋଟିଏ ଚିନ୍ତା ରହିଥାଏ କି କେଉଁ ଉପଯୁକ୍ତ ଜାଗାରେ କେଉଁଠି ନିଜ ସଞ୍ଚୟ କରି ରଖିଥିବା ଟଙ୍କାକୁ ବିନିଯୋଗ କରପାରିିବେ । ଯାହାଫଳରେ ଭଲ return ମଧ୍ୟ ପାଇପାରିବେ । ଏହି ବିଷୟରେ ଜାଣିବା ପାଇଁ କିଛି ତଥ୍ୟ ନମିଳିପାରୁଥିବାରୁ ଅନେକ ଲୋକ ଠକାମିର ଶିକାର ହୁଅନ୍ତି, ଅଥବା ଭୁଲ ଯାଗାରେ ବିନିଯୋଗ କରିବା କାରଣରୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । କିନ୍ତୁ ଆପଣ ଆମ ୱେବସାଇଟ୍ ସହିତ ଯୋଡ଼ି ହୋଇ ଏଭଳି ଅନେକ ତଥ୍ୟ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )