Saturday 27th July 2024
ବ୍ୟାଙ୍କ କ୍ଷେତ୍ରରେ ଚାକିରୀ କରିବାର ସୁଯୋଗ ! ଜୁନିୟର ଆକ୍ୱାଜିସନ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ବିଜ୍ଞପ୍ତି !

ବ୍ୟାଙ୍କ କ୍ଷେତ୍ରରେ ଚାକିରୀ କରିବାର ସୁଯୋଗ ! ଜୁନିୟର ଆକ୍ୱାଜିସନ୍ ମ୍ୟାନେଜର ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ବାହାରକରିଛି ବିଜ୍ଞପ୍ତି !

କର୍ପୋରେଟ୍ ଫାଇନାନ୍ସ , ବିନିଯୋଗ ବ୍ୟାଙ୍କିଙ୍ଗ୍ , ଜୀବନ ବୀମା ଏବଂ ଧନ ପରିଚାଳନା କ୍ଷେତ୍ରରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ଆର୍ଥିକ ସେବା ପ୍ରଦାନ କରେ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ହେଉଛି ଏକ ଭାରତୀୟ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା କମ୍ପାନୀ । ଯାହାର ମୁଖ୍ୟକାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଓଡିଶାରେ ଏହି ବ୍ୟାଙ୍କ ର ଶାଖା ପ୍ରାୟ ସବୁଆଡେ ଅଛି । ଭୂବନେଶ୍ୱରରେ ମଧ୍ୟ ଏହାର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରେ ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ବର୍ତ୍ତମାନ ଜୁନିୟର ଆକ୍ୱାଜିସନ୍ ମ୍ୟାନେଜର  ପଦବୀ ପାଇଁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ବାହାର କରିଛି ବିଜ୍ଞପ୍ତି । ଭୂବନେଶ୍ୱର ପାଇଁ ବାହାରିଛି ଏହି ବିଜ୍ଞପ୍ତି । 

 

ଆପ୍ଲାଇ କରିବାର ଶେଷ ତାରିଖ – ୧୫/୦୩/୨୦୨୩

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍  ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.kotak.com/en/home.html

ପଦବୀ ର ନାମ –   ଜୁନିୟର ଆକ୍ୱାଜିସନ୍ ମ୍ୟାନେଜର

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍

 

ଶିକ୍ଷାଗତ ଯୋଗ୍ୟତା –

ଯୁକ୍ତ ତିନି ବା ସ୍ନାତକ ପାସ୍ କରିଥିବା ଦରକାର 

ଚାକିରୀ ର ବିଭାଗ – କେଏମବିଏଲ୍

 

ଅଭିଜ୍ଞତା –

ଫ୍ରେସର ହେଇଥିଲେ ମଧ୍ୟ ଆବେଦନ କରିପାରିବେ ।

ସେଲ୍ସ ଡିପାର୍ଟମେଣ୍ଟ ରେ ୧ ବର୍ଷର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ । 

 

ଚାକିରୀ ର ସିପ୍ଟ – ମହିଳା

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

୧) ହାର୍ଡକୋର ସେଲ୍ସ ମେଣ୍ଟାଲିଟି ।

୨) ଲକ୍ଷ୍ୟ ହାସଲ ପାଇଁ ପ୍ରାଥମିକତା ଏବଂ ମାନସିକତା ।

୩) ଟାର୍ଗେଟ୍ ଫିଲଅଫ୍ କରିବା ର ଆଭିମୁଖ୍ୟ ଅନୁଯାୟୀ ଏକ ଶିକାରୀ ପରି ଆଚରଣ କରିବା ।

୪) ଆମ୍ବାସଡରସିପ୍ କ୍ୱାଲିଟି ।

୫) ବ୍ୟାଙ୍କିଙ୍ଗ୍ ଆଦର୍ଶ , ନିୟମ ଏବଂ ପ୍ରକ୍ରିୟା ଗୁଡିକ ଭଲ ଭାବରେ ଉପସ୍ଥାପନ କରିପାରୁଥିବା ଦରକାର ।

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ବ୍ୟାଙ୍କର ସାମ୍ପ୍ରତିକ ବା କରେଣ୍ଟ୍ ଆକାଉଣ୍ଟ୍ , ସେଭିଂ ଆକାଉଣ୍ଟ୍ ର ଉତ୍ପାଦଗୁଡିକ ପାଇଁ ବାହ୍ୟ ତଥା ବ୍ୟକ୍ତିଗତ ପ୍ରୟାସ ମାଧ୍ୟମରେ ନୂତନ କ୍ଲାଇଣ୍ଟ୍ (ଏନଟିବି) ହାସଲ କରିବା ।

୨) ବ୍ୟକ୍ତିବିଶେଷ , ଛୋଟ ବ୍ୟବସାୟ , ଟ୍ରଷ୍ଟ, ଆସୋସିଏସନ୍, ସୋସାଇଟି, କର୍ପୋରେଟ୍ସରୁ ଗ୍ରାହକଙ୍କୁ ଖୋଜି ବାହାର କରିବା ଏବଂ ଡାଟା ଆଣିବା ।

୩) ରାଜସ୍ୱ ଉତ୍ପାଦନ, ଗ୍ରାହକ ଅଧିଗ୍ରହଣ , ଗ୍ରାହକ ଧାରଣ, ରେଭିନ୍ୟୁ ଜେନେରେସନ , ପ୍ରକ୍ରିୟା ଏବଂ ନିୟାମକ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା ।

୪) ସୁନା , ଆସେଟ୍ ପ୍ରଡକ୍ଟ ଗୁଡିକ ଉପରେ କ୍ରସ ସେଲିଂ କରିବା ।

ଅଧିକ ଜାଣିବା ପାଇଁ ଆପଣ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଭିଜିଟ୍ କରିପାରିବେ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://rb.gy/lkdc2o

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )