Friday 19th April 2024
IDBI ବ୍ୟାଙ୍କରେ ସ୍ପେସିଆଲିଷ୍ଟ୍ କ୍ୟାଡର ଅଫିସର ୧୧୪ଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

IDBI ବ୍ୟାଙ୍କରେ ସ୍ପେସିଆଲିଷ୍ଟ୍ କ୍ୟାଡର ଅଫିସର ୧୧୪ଟି ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ରେ ବାହାରିଛି ସ୍ପେସିଆଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ନିଯୁକ୍ତି । ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ  IDBI ବ୍ୟାଙ୍କ୍ ନାମରେ ପରିଚିଚ । ତେବେ ଏହି ବ୍ୟାଙ୍କ୍ ର ଶାଖା ପ୍ରାୟ ସବୁ ଆଡେ ଅଛି । ବର୍ତ୍ତମାନ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ବା IDBI ବ୍ୟାଙ୍କ୍ ରେ ଆରମ୍ଭ ହେବାକୁ ଯାଉଛି ନିଯୁକ୍ତି ପ୍ରକ୍ରିୟା । ବିଜ୍ଞପ୍ତି ଅନୁସାରେ ସ୍ପେସିଆଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ବାହାରିଛି ନିଯୁକ୍ତି ।

ଏହି ଲିଙ୍କ୍ କୁ ଯାଇ IDBI ବ୍ୟାଙ୍କ୍ ବିଷୟରେ ଅନେକ ତଥ୍ୟ ପାଇପାରିବେ – 

https://www.idbibank.in/index.aspx

 

ଆପ୍ଲାଇ କରିବାର ଆରମ୍ଭ ଏବଂ ଶେଷ ତାରିଖ –

ଆରମ୍ଭ ହେବାର ତାରିଖ – ୨୧ ଫେବୃୟାରୀ ୨୦୨୩

ଶେଷ ତାରିଖ – ୩ ମାର୍ଚ୍ଚ ୨୦୨୩

ପଦବୀ ସଂଖ୍ୟା –

ମ୍ୟାନେଜର ଗ୍ରେଡ୍ ବି ପଦବୀ  – ୭୫ ଟି

ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ – ୨୯ ଟି 

ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି – ୧୦ ଟି 

 

ପଦବୀ ଅନୁସାରେ ଦରମା – 

୧ ) ମ୍ୟାନେଜର ଗ୍ରେଡ୍ ବି ପଦବୀ – 

  • ୪୮,୧୭୦ –  ୧,୭୪୦  (୧ ବର୍ଷ ଯାଏ ବଢିବ )
  • ୪୯,୯୧୦  –  ୧,୯୯୦ (୧୦ ବର୍ଷ ଯାଏ ବଢିବ )
  • ୬୯,୮୧୦  –  (୧୨ବର୍ଷ ବେଳକୁ ଏତିକି ପାଇବେ )

୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ – 

  • ୬୩,୮୪୦ ଟଙ୍କା –    ୧,୯୯୦ଟଙ୍କା (୫ ବର୍ଷ ଯାଏ ବଢିବ )
  • ୭୩,୭୯୦ ଟଙ୍କା –    ୨,୨୨୦ଟଙ୍କା (୨ ବର୍ଷ ଯାଏ ବଢିବ )
  • ୭୮,୨୩୦ ଟଙ୍କା  – (୮ ବର୍ଷ ବେଳକୁ ଏତିକି ପାଇବେ )

୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି ପଦବୀ –

  • ୭୬,୦୧୦-  ୨,୨୨୦(୪ ବର୍ଷ ଯାଏ ବଢିବ)
  • ୮୪,୮୯୦-  ୨,୫୦୦ (୨ ବର୍ଷ ଯାଏ ବଢିବ )
  • ୮୯,୮୯୦ –  (୭ ବର୍ଷ ବେଳକୁ ଏତିକି ପାଇବେ )  

 

ପଦବୀ ଅନୁସାରେ ବୟସ ସୀମା –

୧ ) ମ୍ୟାନେଜର ଗ୍ରେଡ୍ ବି ପଦବୀ – ସର୍ବନିମ୍ନ ୨୫ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ 

୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ସି ପଦବୀ – ସର୍ବନିମ୍ନ ୨୮  ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ

୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର ଗ୍ରେଡ୍ ଡି ପଦବୀ – ସର୍ବନିମ୍ନ ୩୫  ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ

 

ପଦବୀ ଅନୁସାରେ ଯୋଗ୍ୟତା – 

୧ ) ମ୍ୟାନେଜର (ଗ୍ରେଡ୍ ବି) ପଦବୀ – 

ଗ୍ରେଡ୍ ବି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ ୨ ବର୍ଷ ଏବଂ କିଛି ପଦବୀ ପାଇଁ  ୪ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା  ଦେଖିନିଅନ୍ତୁ । 

୨ ) ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର (ଗ୍ରେଡ୍ ସି) ପଦବୀ –  

ଗ୍ରେଡ୍ ସି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ ୪ ବର୍ଷ ଏବଂ କିଛି ପଦବୀ ପାଇଁ  ୭ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା  ଦେଖିନିଅନ୍ତୁ । 

୩ ) ଡେପ୍ୟୁଟି ଜେନେରାଲ୍ ମ୍ୟାନେଜର (ଗ୍ରେଡ୍ ଡି) ପଦବୀ –

ଗ୍ରେଡ୍ ଡି ଅଣ୍ଡରରେ ବିଭିନ୍ନ ପ୍ରକାର ର ପଦବୀ ଅଛି । କିଛି ପଦବୀ ପାଇଁ  ବର୍ଷ ଏବଂ କିଛି ପଦବୀ ପାଇଁ   ବର୍ଷର ଅଭିଜ୍ଞତା ର ଆବଶ୍ୟକତା ରହିଛି । ତେବେ ଅଫିସିଆଲ୍ ନୋଟିଫିକେସନ୍ ଅନୁସାରେ ବିଭିନ୍ନ ବର୍ଗର ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ଶିକ୍ଷାଗତ ଏବଂ ଅଭିଜ୍ଞତା ସହ ସଂପୃକ୍ତ ଯୋଗ୍ୟତାର ଆବଶ୍ୟକତା ରହିଛି । ତେଣୁ ନିମ୍ନରେ ଦିଆଯାଇ ଥିବା ଫୋଟୋରେ ଆପ୍ଲାଇ କରୁଥିବା ପଦବୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା  ଦେଖିନିଅନ୍ତୁ । 


ଚାକିରୀ ର ସର୍ତ୍ତାବଳୀ –  ଜଏନିଂ ର ଗୋଟେ ବର୍ଷ ପର୍ଯ୍ୟନ୍ତ ପ୍ରୋଭିଜନ୍ ପିରିୟଡ୍ ରହିବ ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆବେଦନ କରିପାରିବେ – https://www.idbibank.in/idbi-bank-careers-current-openings.aspx

ଅଫିସିଆଲ୍ ନୋଟିଫିକେସନ୍ ଟିକୁ ଡାଉନ୍ ଲୋଡ୍ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.idbibank.in/pdf/careers/Final-Detailed-Advt-Spl-23-24.pdf

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )