Tuesday 23rd April 2024
ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ବଡଧରଣ ର ବିଜ୍ଞପ୍ତି ! ଭୁବନେଶ୍ୱର ରେ ଫ୍ରଣ୍ଟ ଅଫିସ୍ ଏସୋସିଏଟ୍ ଏବଂ ଏକ୍ସିକୁଟିଭ ପାଇଁ ବାହାରିଛି ନିଯୁକ୍ତି !

ଫାଇଭ୍ ଷ୍ଟାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ରେ ବଡଧରଣ ର ବିଜ୍ଞପ୍ତି ! ଭୁବନେଶ୍ୱର ରେ ଫ୍ରଣ୍ଟ ଅଫିସ୍ ଏସୋସିଏଟ୍ ଏବଂ ଏକ୍ସିକୁଟିଭ ପାଇଁ ବାହାରିଛି ନିଯୁକ୍ତି !

୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍  ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ସ୍ୱସ୍ତି ପ୍ରିମିୟମ୍ ର  ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍  ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ  ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ

୧) ଫ୍ରଣ୍ଟ ଅଫିସ୍ ଏସୋସିଏଟ୍

୨) ଫ୍ରଣ୍ଟ ଅଫିସ୍ ଏକ୍ସିକୁଟିଭ

 

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ  –

https://www.swostihotels.com/

ଶିକ୍ଷାଗତ ଯୋଗ୍ୟତା –

ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଆବେଦନ କରିପାରିବେ ।

 

ଅଭିଜ୍ଞତା –

୧) ଯେକୌଣସି ହୋଟେଲ୍ ରେ ସର୍ବନିମ୍ନ ୬ ବର୍ଷ ଅଭିଜ୍ଞତା ର ଆବଶ୍ୟକତା ରହିଛି ।

୨) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିବା ଆବଶ୍ୟକ ।

୩) ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ନିହାତି ଆବଶ୍ୟକ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

 

୧) ଫ୍ରଣ୍ଟ ଅଫିସ୍ ଏସୋସିଏଟ୍ –

ଫ୍ରଣ୍ଟ ଅଫିସ୍ ଏକ ହୋଟେଲର ମୁଖ୍ୟ ସ୍ଥାନ ବା କେନ୍ଦ୍ର ବୋଲି ଜଣାଶୁଣା । ତେଣୁ, ଫ୍ରଣ୍ଟ ଅଫିସ୍ ସହଯୋଗୀ ମାନେ ବା ଏସୋସିଏଟସ୍ ମାନେ ଗ୍ରାହକଙ୍କ ପ୍ରଶ୍ନ , ସେମାନଙ୍କର ଆବଶ୍ୟକତା , ଅଭିଯୋଗ ଇତ୍ୟାଦି ସହିତ କାରବାର କରନ୍ତି । ଅତିଥିମାନଙ୍କ ପାଇଁ ସେମାନେ ଯୋଗାଯୋଗର ମୁଖ୍ୟ ବିନ୍ଦୁ । 

୨) ଫ୍ରଣ୍ଟ ଅଫିସ୍ ଏକ୍ସିକୁଟିଭ –

ଫ୍ରଣ୍ଟ ଅଫିସ୍ ଏକ୍ସିକୁଟିଭ , ଜଣେ କାର୍ଯ୍ୟାଳୟ ର କାର୍ଯ୍ୟନିର୍ବାହୀ ପ୍ରଶାସନିକ କର୍ମଚାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ଫ୍ରଣ୍ଟ ଅଫିସ୍ ଏକ୍ସିକୁଟିଭ ଅଫିସର ମାନେ ଯୋଗାଯୋଗର ପ୍ରଥମ ବିନ୍ଦୁ ଏବଂ ସମଗ୍ର ସଂଗଠନକୁ ପ୍ରଶାସନିକ ସହାୟତା ପ୍ରଦାନ କରନ୍ତି । ସେମାନେ ଗ୍ରାହକ ଏବଂ ଅତିଥିମାନଙ୍କୁ ସଂଗଠନର ନିୟମ ପରିଚାଳନାରେ ମଧ୍ୟ ପରିଚିତ କରାନ୍ତି ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.swostihotels.com/careers/careers-form.html

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ 

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    Abinash panigrahi 1 year

    Please job need

  • comment-avatar

    Mo ready my number 8260373741

  • Disqus (0 )