Thursday 18th April 2024
ଏହି ୱେବସାଇଟରେ ପାଆନ୍ତୁ ଆପଣଙ୍କ ମନପସନ୍ଦ ଚାକିରି.

ଏହି ୱେବସାଇଟରେ ପାଆନ୍ତୁ ଆପଣଙ୍କ ମନପସନ୍ଦ ଚାକିରି.

ଜାଣନ୍ତୁ କେଉଁଠି ରହିଛି vacancy ? ଓ କେମିତି କରିବେ ଆବେଦନ ?

ଚାକିରୀ ପାଇଁ ଉପଯୁକ୍ତ ସୂଚନା ଜରୁରୀ । ଯଦି ଆପଣ ବି ଚାକିରୀ କରିବାକୁ ଚାହୁଁଛନ୍ତି କିନ୍ତୁ କେଉଁଠି ଓ କେଉଁ ଉପାୟରେ ଚାକିରୀ ପାଇଁ ଆବେଦନ କରିବେ ତାହା ଜାଣିନାହାନ୍ତି ତାହାଲେ ଆମେ ଦେବୁ ତାର ସଠିକ୍ ଉପାୟ । ସବୁବେଳେ ସରକାରୀ ଚାକିରୀ ପାଇଁ ପେପର କିମ୍ବା ବିଭିନ୍ନ ୱେବସାଇଟ୍ ରେ ନୂଆ ନୂଆ ସୂଚନା ମିଳିଯାଏ । କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଚାକିରୀ ପାଇଁ କଣ କରିବାକୁ ପଡିବ ? ତେବେ ଆଜି ଆମେ ଏ ସପ୍ତାହର ୫୦ ଟି ଚାକିରୀ ନେଇ ଆସିଛୁ । ଯାହା ପାଇଁ ଯଦି ଆପଣ ଇଚ୍ଚୁକ ହେବେ ତାହାଲେ ସିଧାସଳଖ ଜବସ୍ ଇନ୍ ଓଡିଶା ଦ୍ୱାରା ଆବେଦନ କରିପାରିବେ । ତାହାଲେ ଚାଲନ୍ତୁ ନଜର ପକାଇବା କେଉଁ କେଉଁ ଧରଣର ବାହାରିଛି ପଦବୀ ଓ କେତେ ଆବଶ୍ୟକ ଅଭିଜ୍ଞତା ।

୧-ଏମ୍ପପ୍ଲୋଇ ଏନଗେଜମେଣ୍ଟ ସ୍ପେସିଆଲିଷ୍ଟ(Employee Engagement Specialist)
-ଅଭିଜ୍ଞତା-୧ ରୁ ୩ ବର୍ଷ
୨-ସିନିୟର୍ ୟୁଆଇ/ୟୁଏକ୍ସ ଡିଜାଇନର୍(Senior UI/UX Designer)
-ଅଭିଜ୍ଞତା-୪ ରୁ୭ ବର୍ଷ
୩-ଫ୍ରଣ୍ଟ ଡେକ୍ସ ଏକ୍‌ଜୁକେଟିଭ୍(Front Desk Executive)
-ଅଭିଜ୍ଞତା -୦ ରୁ ୧ ବର୍ଷ
୪-ସଫ୍ଟୱେର ଡେଭଲପ୍ପର  (Software Developer)
-ଅଭିଜ୍ଞତା-୩ ରୁ ୫ ବର୍ଷ
୫-ମୋଡେଲ୍ ଡେଭଲପ୍ପର (Moodle Developer)
-ଅଭିଜ୍ଞତା-୨ରୁ ୫ ବର୍ଷ
୬-ଫେସିଲିଟି ଇଂଞ୍ଜିନିୟର(Facility Engineer)
-ଅଭିଜ୍ଞତା-୨ ରୁ ୫ ବର୍ଷ
୭-ଅପରେସନ୍ ଏକଜୁକୁଟିଭ୍ (Operations Executive)
-ଅଭିଜ୍ଞତା-୦ ରୁ ୧ ବର୍ଷ
୮-ୟୁଜର୍ ଏକୁଜିସନ୍ (User Acquisition)
-ଅଭିଜ୍ଞତା-୨ରୁ ୫ ବର୍ଷ
୯-ଏସଏପି ନେଟ୍ ୱେଭର୍(SAP NetWeaver)
-ଅଭିଜ୍ଞତା-୧ ରୁ ୩ ବର୍ଷ
୧୦-ନୋଲେଜ୍ ମ୍ୟାନେଜମେଣ୍ଟ ଆନାଲିଷ୍ଟ (Knowledge Management Analyst)
-ଅଭିଜ୍ଞତା-୩ ରୁ ୫ ବର୍ଷ
୧୧-ମାନୁଆଲ ଟେଷ୍ଟ ଇଂଞ୍ଜିନିୟର (Manual Test Engineer)
-ଅଭିଜ୍ଞତା-୩ ରୁ ୫ ବର୍ଷ
୧୨-ସିନିୟର୍ ୱେବ୍ ଡେଭଲପ୍ପର (Senior Web Developer)

-ଅଭିଜ୍ଞତା-୨ ରୁ ୫ ବର୍ଷ
୧୩-ପିପୁଲ୍‌ସଫ୍ଟ ଏଡ୍‌ମିନଷ୍ଟ୍ରେସନ୍ (peoplesoft adminstration)
-ଅଭିଜ୍ଞତା-୪ ରୁ ୬ ବର୍ଷ
୧୪-ପିପିସି ଏକ୍‌ଜୁକୁଟିଭ୍(PPC Executive)
-ଅଭିଜ୍ଞତା-୧ ରୁ ୩ ବର୍ଷ
୧୫-ପିଏଚପି ଡେଭଲପର୍ (PHP Developer)
-ଅଭିଜ୍ଞତା-୧ ରୁ ୩ ବର୍ଷ
୧୬-ସେୟାର ପଏଣ୍ଟ ଡେଭଲପ୍ପର୍ (SharePoint Developer)
-ଅଭିଜ୍ଞତା-୩ ରୁ ୫ ବର୍ଷ
୧୭-ଥ୍ରିଡି ଲାଇଟିନିଙ୍ଗ ଏଣ୍ଡ ରେଣ୍ଡରିଙ୍ଗ୍ (3D Lighting and Rendering)
-ଅଭିଜ୍ଞତା-୧ ରୁ ୫ ବର୍ଷ
୧୮-ପ୍ରସେସ୍ ଏକ୍‌ଜୁକୁଟିଭ୍ (process excutive)
-ଅଭିଜ୍ଞତା-୦ ରୁ ୨ ବର୍ଷ
୧୯-ଏଡବ୍ଲ୍ୟୁଏସ୍ ଜାଭା ଫୁଲ୍ ଷ୍ଟାକ୍ ଡେଭଲପ୍ପର୍(AWS Java Full stack Developer)
-ଅଭିଜ୍ଞତା-୪ ରୁ ୭ ବର୍ଷ
୨୦-ଡିଜିଟାଲ୍ ରିଲେସନସିପ୍ ଏକଜୁକୁଟିଭ୍ (Digital Relationship Executive)
-ଅଭିଜ୍ଞତା-୧ ରୁ ୨ ବର୍ଷ
୨୧-ଡାଟା ଏନାଲିଷ୍ଟ (Data Analyst)
-ଅଭିଜ୍ଞତା-୦ ରୁ ୪ ବର୍ଷ
୨୨-ଟ୍ୟାକ୍ସ ଅଫିସ୍ ମ୍ୟାନେଜମେଣ୍ଟ (Tax Office Management)
-ଅଭିଜ୍ଞତା-୧ ରୁ ୫ ବର୍ଷ
୨୩-ଏରିଆ ସେଲ୍‌ସ୍ ଏକଜୁକୁଟିଭ୍ (Area Sales Executive)

-ଅଭିଜ୍ଞତା-୧ ରୁ ୩ ବର୍ଷ
୨୪-ଏଣ୍ଟରଟେନମେଣ୍ଟ ଏଡିଟର୍ (Entertainment Editor)
-ଅଭିଜ୍ଞତା-୧ ର ୫ ବର୍ଷ
୨୫-ଭିଏଫଏକ୍ସ ଆର୍ଟିଷ୍ଟ (VFX Artist)
-ଅଭିଜ୍ଞତା-୧ ରୁ ୫ ବର୍ଷ

 ୨୬-କ୍ରିଏଟିଭ୍ ମ୍ୟାନେଜର(Creative Manager)
-ଅଭିଜ୍ଞତା-୪ ରୁ ୭ ବର୍ଷ
୨୭-ଜୁନିୟର୍ ଆନିମେଟର୍‌ (Junior Animator)
-ଅଭିଜ୍ଞତା-୦ ରୁ ୧ ବର୍ଷ
୨୮-ମାର୍କେଟିଙ୍ଗ ଇଣ୍ଟରନସିପ୍ (Marketing Internship)
-ଅଭିଜ୍ଞତା-୫ ମାସ
୨୯-ସିନିୟର୍ ପିଏଚ୍‌ପି ଡେଭଲପ୍ପର (Senior PHP Developer)
-ଅଭିଜ୍ଞତା-୩ ରୁ ୬ ବର୍ଷ
୩୦-ଏଡଭରଟାଇଜିଙ୍ଗ୍ ମ୍ୟାନେଜର୍‌ (Advertising Manager)
-ଅଭିଜ୍ଞତା-୩ ରୁ ୫ ବର୍ଷ
୩୧- ଇମେଲ୍ ମାର୍କେଟିଙ୍ଗ୍ ଏକଜୁକୁଟିଭ୍ (Email Marketing Executive)
-ଅଭିଜ୍ଞତା-୧ ରୁ ୩ ବର୍ଷ
୩୨-ଇଣ୍ଟରନେସନାଲ୍ ବିଜନେସ୍ ଡେଭଲପମେଣ୍ଟ ଏକଜୁକୁଟିଭ୍ (International Business Development )
-ଅଭିଜ୍ଞତା-୧ ରୁ ୩ ବର୍ଷ
୩୩-ସିନିୟର୍ ସିଆରଏମ୍ ଏକଜୁକୁଟିଭ୍ (Senior CRM Executive)
-ଅଭିଜ୍ଞତା-୨ ରୁ ୩ ବର୍ଷ
୩୪- ୱେବ୍ ଡେଭଲପ୍ପର୍ (Web Developer)
-ଅଭିଜ୍ଞତା-୧ ରୁ ୩ ବର୍ଷ
୩୫-ମୋସନ୍ ଗ୍ରାଫିକ୍ ଡିଜାଇନର୍ (Motion Graphic Designer)
-ଅଭିଜ୍ଞତା-୬ମାସ ରୁ ୨ ବର୍ଷ
୩୬-ସିଷ୍ଟମ ଆଡମିନଷ୍ଟ୍ରେଟର (System Administrator)
-ଅଭିଜ୍ଞତା- ୦ ରୁ ୫ ବର୍ଷ
୩୭-ସେଲ୍ସ ଫୋର୍ସ କମୋର୍ସ କ୍ଲାଉଡ୍ ଡେଭଲପର୍  
-ଅଭିଜ୍ଞତା-୦ ରୁ ୧ ବର୍ଷ
୩୮-ଜୁନିୟର୍ ଏସଇଓ (junior SEO)
-ଅଭିଜ୍ଞତା-୦ ରୁ ୧ ବର୍ଷ
୩୯-ଆକାଉଣ୍ଟସ୍ ରିସିଭେବଲ୍ ଏକ୍‌ଜୁକେଟିଭ୍ (Accounts Receivable Executive)
-ଅଭିଜ୍ଞତା-୧ ରୁ ୩ ବର୍ଷ
୪୦-ପାଇଥନ୍ ଡେଭଲପ୍ପର ଇଣ୍ଟରନ୍ (Python Developer Intern)
-ଅଭିଜ୍ଞତା-୦ ରୁ ୫ ବର୍ଷ
୪୧-ସ୍କ୍ରମ ମାଷ୍ଟର ( Scrum master)
-ଅଭିଜ୍ଞତା-୨ ରୁ ୪ ବର୍ଷ
୪୨-ସିନିୟର୍ ଆଡ୍‌ୱାର୍ଡ ସ୍ପେସିଆଲିଷ୍ଟ (Senior AdWords Specialist)
-ଅଭିଜ୍ଞତା-୩ ରୁ ୫ ବର୍ଷ
୪୩-ସିନିୟର୍ ବିଜନେସ୍ ଆନାଲିଷ୍ଟ ( Senior Bussiness Analyst)
-ଅଭିଜ୍ଞତା-୩ ରୁ ୭ ବର୍ଷ
୪୪-ମାର୍କେଟିଙ୍ଗ କମ୍ୟୁନିକେସ୍ ସ୍ପେସିଆଲିଷ୍ଟ (Marketing communication Specialist) 
-ଅଭିଜ୍ଞତା-୩ ରୁ ୫ ବର୍ଷ
୪୫-ଫିଲ୍ଡ ସେଲ୍ସ ମ୍ୟାନେଜର (Field Sales Manager)
-ଅଭିଜ୍ଞତା-୨ରୁ ୫ ବର୍ଷ
୪୬-ସିନିୟର ସଫ୍ଟେଓର୍ ଇଂଜିନିୟର (Senior Software Engineer)
-ଅଭିଜ୍ଞତା-୩ ରୁ ୫ ବର୍ଷ
୪୭-ଓଲ୍‌ଥ୍ ରିଲେସନସିପ୍ ମ୍ୟାନେଜର (Wealth Relationship Manager)
-ଅଭିଜ୍ଞତା-୦ରୁ ୧ ବର୍ଷ
୪୮-ସିନିୟର ଭିଡିଓ ଏଡିଟର୍ (Senior Video Editor)
-ଅଭିଜ୍ଞତା-୩ ରୁ ୫ ବର୍ଷ
୪୯-ଟେକନିକାଲ୍ ଅଥର୍ (Technical Author)
-ଅଭିଜ୍ଞତା-୧ ରୁ ୫ ବର୍ଷ
୫୦-ସେଲ୍ସ ଏଣ୍ଡ ୟୁଏଜ୍ ଟ୍ୟାକ୍ସ (Sales and Use Tax)
-ଅଭିଜ୍ଞତା-୨ ରୁ ୫ ବର୍ଷ
୫୧-ପରଫରମାନ୍ସ ଅପଟିମାଇଜେସନ୍ ମ୍ୟାନେଜର(Performance Optimization Manager)
-ଅଭିଜ୍ଞତା-୪ ରୁ ୬ ବର୍ଷ

ଏସବୁ ଥିରେ ଆପଣ ଚାକିରି କରିବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ ॥

Check Now

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )