Wednesday 8th May 2024

Category: ଖେଳ ଦୁନିଆ

ଏବେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାରଙ୍କୁ ମିଳିବ ନିଯୁକ୍ତି….
ଖେଳ ଦୁନିଆ

ଏବେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାରଙ୍କୁ ମିଳିବ ନିଯୁକ୍ତି….

Lopamudra- December 6, 2022

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ... Read More

ପାକିସ୍ତାନ: “ଆମେ ବି ବିଶ୍ବକପ ଖେଳିବାକୁ ଭାରତ ଯିବା ନାହିଁ”
ଖେଳ ଦୁନିଆ

ପାକିସ୍ତାନ: “ଆମେ ବି ବିଶ୍ବକପ ଖେଳିବାକୁ ଭାରତ ଯିବା ନାହିଁ”

Lopamudra- December 2, 2022

କାହା ପାଇଁ ଦେଶ ବଡ ? ଦେଶ ଅଛି ମାନେ ତା ପ୍ରତି ଦେଶପ୍ରେମ ବି ରହିବ । ଦେଶପ୍ରେମର କଥା ଆସିଲେ ବୋଧହୁଏ ଆମ ଭାରତର ନାଁ ସବୁବେଳେ ଆଗରେ ରହିବ । ... Read More

୨୦୧୮ରେ ଖର୍ଚ୍ଚ ହୋଇଥିଲା ୬୭କୋଟି, ଏଥର ୧୦୯୮କୋଟି
ଖେଳ ଦୁନିଆ

୨୦୧୮ରେ ଖର୍ଚ୍ଚ ହୋଇଥିଲା ୬୭କୋଟି, ଏଥର ୧୦୯୮କୋଟି

Lopamudra- November 26, 2022

ରାଜ୍ୟ ସରକାର ୨୦୧୮ରେ ଓଡ଼ିଶାରେ ପ୍ରଥମ କରି ଆୟୋଜିତ ପୁରୁଷ ବିଶ୍ବକପ୍ ହକି ପାଇଁ ୬୬କୋଟି ୯୮ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୩ ହକି ବିଶ୍ବକପ୍‌ ପାଇଁ ୧୦୯୮କୋଟି ୪୦ଲକ୍ଷ ଖର୍ଚ୍ଚ କରୁଛନ୍ତି। ଏନେଇ ... Read More

କୋହଲିଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଧୋନିଙ୍କ ଚର୍ଚ୍ଚା…
ଖେଳ ଦୁନିଆ

କୋହଲିଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଧୋନିଙ୍କ ଚର୍ଚ୍ଚା…

Lopamudra- November 21, 2022

ନେତା ,ଅଭିନେତା,ଖେଳାଳି ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ । ସେମାନେ କଣ କରୁଛନ୍ତି,ତାଙ୍କ ଜୀବନରେ କଣ ଚାଲିଛି କେମିତି ଖାଉଛନ୍ତି ଏସବୁ ବିଷୟରେ ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟ କିମ୍ବା ସେମାନଙ୍କ ... Read More

ଟି-୨୦ ବିଶ୍ଵ କପ୍‌ରେ ହେଲେ ସର୍ବାଧିକ ରନ ହାସଲକାରୀ ବିରାଟ କୋହଲି
ଖେଳ ଦୁନିଆ

ଟି-୨୦ ବିଶ୍ଵ କପ୍‌ରେ ହେଲେ ସର୍ବାଧିକ ରନ ହାସଲକାରୀ ବିରାଟ କୋହଲି

Lopamudra- November 2, 2022

ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ... Read More

BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ
ଖେଳ ଦୁନିଆ

BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ

Lopamudra- October 27, 2022

ଭାରତରେ କ୍ରିକେଟ ପାଇଁ ଅନେକ ଉତ୍ସାହି ଦର୍ଶକ ଥାଆନ୍ତି । ସେହି ଉତ୍ସାହୀ ଦର୍ଶକଙ୍କ ପାଇଁ କ୍ରିକେଟ ହେଉଛି ଏକ ଇମୋସନ । ଆମ ଭାରତରେ ତ କ୍ରିକେଟ ପାଇଁ ଲୋକଙ୍କ ଭଲପାଇବା ଖୁବ୍ ... Read More

ନୂଆ ଇନିଂସ ଆରମ୍ଭ କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ
ଖେଳ ଦୁନିଆ

ନୂଆ ଇନିଂସ ଆରମ୍ଭ କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ

Lopamudra- October 21, 2022

ଓସିଏ ସଭାପତି ଭାବେ ନୂଆ ଇନିଂସ ଆରମ୍ଭ କଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେହିପରି ସଞ୍ଜୟ ବେହେରା ପୁଣି ଓସିଏ ସମ୍ପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ଭାବେ ନିର୍ବାଚିତ ... Read More