Friday 14th March 2025

Category: ସ୍ପେଶାଲ୍ ରିପୋର୍ଟ

ଶତାବ୍ଦୀର ଶ୍ରେଷ୍ଠ କଳାକାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା
ସ୍ପେଶାଲ୍ ରିପୋର୍ଟ

ଶତାବ୍ଦୀର ଶ୍ରେଷ୍ଠ କଳାକାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା

Swagatika- October 11, 2022

ସିନେମାରେ କଳାକାରଟିଏ ଯେଉଁ ପରିଚୟ ପ।ଏ ତାହା ତା ଜୀବନର ସବୁଠୁ ବଡ ପରିଚୟ ହେଇଯାଏ । ଜଣେ ଅଭିନେତା ନିଜ ଅଭିନୟ ଦୁନିଆକୁ ଆସିବା ବେଳେ ସାଙ୍ଗରେ ଅମାପ ସ୍ୱପ୍ନ ନେଇ ଆସେ ... Read More

ଓଡ଼ିଶାର ଅସଲ ରତ୍ନ-ଉତ୍କଳମଣୀ ଗୋପବନ୍ଧୁ ଦାସ
ସ୍ପେଶାଲ୍ ରିପୋର୍ଟ

ଓଡ଼ିଶାର ଅସଲ ରତ୍ନ-ଉତ୍କଳମଣୀ ଗୋପବନ୍ଧୁ ଦାସ

Swagatika- October 10, 2022

“ମିଶୁ ମୋର ଦେହ ଏଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ ଦେଶର ସ୍ୱରାଜ ପଥେ ଯେତେ ଗାଡ଼ ପୁରୁ ତହିଁ ମୋର ମାଂସ ହାଡ଼”ଦେଶ ଏବଂ ରାଜ୍ୟ ଓଡ଼ିଶାକୁ ସ୍ୱାଧୀନ କରିବା ପାଇଁ କେତେ  ... Read More

ଦୁଇଗୁଣ ବଢିଛି ଭୋକିଲା ଲୋକଙ୍କ ସଂଖ୍ୟା
ସ୍ପେଶାଲ୍ ରିପୋର୍ଟ

ଦୁଇଗୁଣ ବଢିଛି ଭୋକିଲା ଲୋକଙ୍କ ସଂଖ୍ୟା

Lopamudra- October 7, 2022

ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା କିଛି ଦେଶରେ ଅବସ୍ଥା ସଂକଟାପନ୍ନ ହୋଇଛି। ଗତ ଦଶନ୍ଧିରେ ଏହି ଦେଶଗୁଡ଼ିକରେ ଭୋକିଲା ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ଦେଖାଦେଇଛି ଯେ ଲୋକେ ଭୋକ ଉପାସରେ ଜୀବନ ... Read More

ବିଶ୍ୱ ହସ ଦିବସ: ଜାଣନ୍ତୁ ହସିବା କାହିଁକି ଜରୁରୀ?
ସ୍ପେଶାଲ୍ ରିପୋର୍ଟ

ବିଶ୍ୱ ହସ ଦିବସ: ଜାଣନ୍ତୁ ହସିବା କାହିଁକି ଜରୁରୀ?

Swagatika- October 7, 2022

ମଣିଷ ଜୀବନରେ ଦୁଃଖ କଷ୍ଟ ହସ ଖୁସି ସବୁ କିଛିର ଆବଷ୍ୟକତା ଥାଏ । ଯଦି କଷ୍ଟ ନରହିବ ତାହାଲେ ସଫଳତା ପାଇବାରେ ମଜା ନଥାଏ । ଠିକ୍ ସେମିତି ଯଦି ଦୁଃଖ ନରହିବ ... Read More

କଣ ଆପଣ ଜାଣନ୍ତି ମାଛ ମନୁଷ୍ୟର ଅସଲ ପୂର୍ବଜ!
ସ୍ପେଶାଲ୍ ରିପୋର୍ଟ

କଣ ଆପଣ ଜାଣନ୍ତି ମାଛ ମନୁଷ୍ୟର ଅସଲ ପୂର୍ବଜ!

Odiadaily- October 7, 2022

ମାନବ ସଭ୍ୟତା ସୃଷ୍ଟିରୁ ଆମେ ଜାଣିଛୁ ଯେ ମଣିଷର ସୃଷ୍ଟି ମାଙ୍କଡ଼ ଠାରୁ ହୋଇଛି । କିନ୍ତୁ ମାନବ ସଭ୍ୟତାର ଏହି କାହାଣୀ ଆଜି ଯାଏଁ ଆମେ ବହିରେ ଓ ବିଭିନ୍ନ ଜାଗାରେ ପଢ଼ିଆସିଛୁ ... Read More

୯୦ଦଶକର ପ୍ରଖ୍ୟାତ ଅଭିନେତା ବିନୋଦ ଖନ୍ନାଙ୍କ ଜୀବନ କାହାଣୀ
ସ୍ପେଶାଲ୍ ରିପୋର୍ଟ

୯୦ଦଶକର ପ୍ରଖ୍ୟାତ ଅଭିନେତା ବିନୋଦ ଖନ୍ନାଙ୍କ ଜୀବନ କାହାଣୀ

Swagatika- October 6, 2022

ଫିଲ୍ମ ଦେଖିବାକୁ କିଏ ବା ପସନ୍ଦ କରେ ନାହିଁ । ନିଜ ବ୍ୟସ୍ଥବହୁଳ ଜୀବନରୁ ସମୟ କାଢ଼ି ରିଲାକ୍ସ କରିବାପାଇଁ ସିନେମା ଦେଖି ଯିବାକୁ ସମସ୍ତେ ବେସ ପସନ୍ଦ କରନ୍ତି । ଆଉ ବଡ଼ ... Read More

କେମିତି ଥିଲା ଦୁନିଆର ପ୍ରଥମ କଫ୍ ସିରପ୍ ?
ସ୍ପେଶାଲ୍ ରିପୋର୍ଟ

କେମିତି ଥିଲା ଦୁନିଆର ପ୍ରଥମ କଫ୍ ସିରପ୍ ?

Lopamudra- October 6, 2022

କଫ୍ ସିରପ୍ ଯାହା କାଶରୋଗରୁ ମୁକ୍ତିଦିଏ । ଘରେ ଘରେ ଯଦି କୌଣସି େଓøଷଧ ସମସ୍ତଙ୍କ ପାଖରେ ଥିବ ତାହାଲେ ସେଇଟା ହେଉଛି କଫ୍ ସିରପ୍ । କିନ୍ତୁ ଏହି କଫ୍ ସିରପ୍ ଯଦି ... Read More