Category: ବିଜନେସ୍ ଜ୍ଞାନ
ଆଜି ହିଁ ବୁଝନ୍ତୁ Entrepreneurship ର ମାନେ
ଆଜିର ସମୟରେ ଆମ ଦେଶରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ । ଏହି ଯୁବଗୋଷ୍ଠୀ ଆଜିର ସମୟରେ ଚାକିରୀ ଠାରୁ ଅଧିକ ବ୍ୟବସାୟ ଉପରେ ବେଶୀ ବିଶ୍ୱାସ କରୁଛନ୍ତି । ଏହି କାରଣରୁ ଆମ ଦେଶରେ ... Read More
ଡିଜିଟାଲ ମାର୍କେଟିଂ କୋର୍ସ କରି ହୋଇପାରିବେ ମାଲାମାଲ
ଅକ୍ସପୋର୍ଡ ଇକୋନୋମିକ୍ସର ଏକ ବିଶ୍ଲେଷଣ ଅନୁସାରେ ୟୁଟ୍ୟୁବ୍ ପ୍ରଭାବର ରିପୋର୍ଟରୁ ଜଣା ପଡ଼ିଛି ଯେ ୨୦୨୧ରେ ୟୁଟ୍ୟୁବ୍ ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗେଇ ଦେଇଛି । ଏହା ଦ୍ୱାରା ଭାରତର ଅର୍ଥ ... Read More
Digital Marketing ରେ ROAS କଣ ?
ଡିଜିଟାଲ୍ ମାର୍କେଟିଙ୍ଗକୁ ଆମେ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର କରିଥାଉ । ଯେମିତିକି ନିଜ କୋର୍ସ ପାଇଁ,ନିଜ ପ୍ରଡକ୍ଟ ପାଇଁ କିମ୍ବା ନିଜ ସର୍ଭିସ ପାଇଁ । କିନ୍ତୁ ଏସବୁଥିରେ ଗୋଟିଏ ଜିନିଷ ... Read More
୪୫୦ ବିଲିୟନ୍ ଡଲାରର ହେଲା ଡିଜିଟାଲ ସେକ୍ଟର, ୨୦୨୩ରେ ଆପଣାନ୍ତୁ ଏହି ୬ଟି ଉପାୟ
ଆଜିକାଲିର ସମୟରେ ଦେଶ ଦୁନିଆରେ ଅନ୍ଲାଇନ୍ ବିଜ୍ନେସ୍ ବହୁତ ମାତ୍ରାରେ ବଢ଼ିଲାଣି । ସବୁଠି ବଢ଼ୁଥିବା ଡିଜିଟାଲାଇଜେସନ ଏହାର ମୁଖ୍ୟ କାରଣ। ତେବେ ସବୁ ସେକ୍ଟରରେ ଡିଜିଟାଲ ମାଧ୍ୟମ ଆବଶ୍ୟକ୍ ପଡ଼ିଥାଏ । ଏମିତିରେ ... Read More
୫ଟି ରାଜ୍ୟରେ ୫୮% ଷ୍ଟାର୍ଟଅପ୍ ,ଦେଶରେ ୮୪୦୧୨ ଟି ଷ୍ଟାର୍ଟଅପ୍କୁ ମିଳିଛି ସ୍ୱୀକୃତି
ଦେଶରେ ୨୦୨୨ ନଭେମ୍ବର ୩୦ ସୁଦ୍ଧା ୮୪୦୧୨ ଟି ଷ୍ଟାର୍ଟଅପ୍ଙ୍କୁ ସ୍ୱୀକୃତି ଦିଆଯାଇଛି । ସେଥିମଧ୍ୟରୁ ୫୮ ପ୍ରତିଶତ ଷ୍ଟାର୍ଟଅପ୍ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର,କର୍ଣ୍ଣାଟକ,ଦିଲ୍ଲୀ,ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ... Read More
ଆଜିର ପିଢ଼ି ବାୟୋଟେକ୍ନୋଲୋଜି ‘ଷ୍ଟାର୍ଟଅପ୍’ ପ୍ରତି ଆକର୍ଷିତ…
ଏବେ ଓଡ଼ିଶାରେ ‘ଷ୍ଟାର୍ଟଅପ୍’ କ୍ଷେତ୍ରର ବିକାଶ ଏ ଦିଗରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଆଜିର ପିଢ଼ି ବାୟୋଟେକ୍ନୋଲୋଜି ‘ଷ୍ଟାର୍ଟଅପ୍’ ପ୍ରତି ଆକର୍ଷିତ ହେଉଛନ୍ତି। ଏହା ଫଳରେ ଭବିଷ୍ୟତ୍ରେ ବିଶ୍ବ ସ୍ତରୀୟ ବ୍ୟବସାୟିକ ... Read More
ବିଜନେସ୍ ବଢାଇବା ପାଇଁ କେଉଁ ପ୍ଲାଟଫର୍ମଟି ଭଲ । ଜାଣିଛନ୍ତି କି ?
ଯଦି ଆପଣ ନିଜ ବିଜନେସ୍ ପାଇଁ କିଛି ନୂଆ ଚିନ୍ତା କରୁଛନ୍ତି ,ତାହାଲେ ଆଗ ସୋସିଆଲ ମିଡିଆ ଉପରେ କାମ କରିବା ଉଚିତ୍ । ସୋସିଆଲ ମିଡିଆ ଆଜିର ସମୟରେ ଏକ ବଡ ଅସ୍ତ୍ର ... Read More